ବାରଣାସୀର ଦଶାଶ୍ୱମେଧ ଘାଟରେ କଙ୍ଗନା : ଫିଲ୍ମ ‘ମଣିକର୍ଣ୍ଣିକା’ର ୨୦ ଫୁଟ୍ ଉଚ୍ଚା ପ୍ରଥମ ପୋଷ୍ଟର କଲେ ରିଲିଜ

66

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଗୁରୁବାର ଦିନ ବାରଣାସୀର ଦଶାଶ୍ୱମେଧ ଘାଟରେ ନିଜର ଫିଲ୍ମ ‘ମଣିକର୍ଣ୍ଣିକା’ର ୨୦ ଫୁଟ୍ ଉଚ୍ଚା ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି ଏବଂ ଗଙ୍ଗା ଘାଟରେ ଆରତି କରି ବୁଡ ମଧ୍ୟ ଦେଇଛନ୍ତି ।

ଏହି ଅବସରରେ ଫିଲ୍ମର ପୂରା ଟିମ୍ ବି ଉପସ୍ଥିତ ଥିଲେ । ଫିଲ୍ମରେ କଙ୍ଗନା ଝାନ୍ସିର ରାଣୀ ଲକ୍ଷ୍ମୀବାଈଙ୍କ ଭୂମିକା ନିଭାଉଛନ୍ତି । ଏହି ଫିଲ୍ମଟି ୨୭ ଏପ୍ରିଲ୍ , ୨୦୧୮କୁ ରିଲିଜ ହେବାର ସୂଚନା ରହିଛି ।