ଏପଟେ ଚାଲିଥିଲା ‘ବାହୁବଳୀ’ ସୁଟିଂ : ସେପଟେ ପ୍ରଭାସଙ୍କ ପାଇଁ ୬ହଜାର ବିବାହ ପ୍ରସ୍ତାବ !

42

bahubali--ଅଭିନେତା ପ୍ରଭାସଙ୍କ ଚମକ ଏବେ ଆକାଶ ଛୁଆଁ । ଏସ.ଏସ. ରାଜାମୈାଳୀଙ୍କ ‘ବାହୁବଳୀ’ ଫିଲ୍ମରେ ନିଜର ଚମତ୍କାର ଅଭିନୟ କରି ଓ ଆକର୍ଷିତ ବଡି ଦ୍ୱାରା ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି ।

ସୂଚନା ଅନୁସାରେ ଏହି ଫିଲ୍ମର ସୁଟିଂ ବେଳେ ପ୍ରଭାସଙ୍କ ପାଖକୁ ବିବାହ ପ୍ରସ୍ତାବର ଲମ୍ବା ଧାଡି ଲାଗିଥିଲା । ଏବେ ପ୍ରଭାସ ଗ୍ଲାମରସ୍ ଇଣ୍ଡଷ୍ଟ୍ରିଜର ମୋଷ୍ଟ ଏଲିଜବଲ ବ୍ୟାଚେଲର ମଧ୍ୟରେ ଜଣେ । ଆଉ ତାଙ୍କର ପତ୍ନୀ ହେବା ପାଇଁ ସୁନ୍ଦରୀ ଝିଅଙ୍କର ଲାଗିଛି ଲମ୍ବା ଧାଡି । ଖବର ଅନୁସାରେ ‘ ବାହୁବଳୀ’ର ସୁଟିଂ ବେଳେ ପ୍ରଭାସଙ୍କ ପାଇଁ ୬ହଜାର ବିବାହ ପ୍ରସ୍ତାବ ଥିଲା ।

ଏହା ସହ ମଧ୍ୟ ପଢନ୍ତୁ – ‘ବାହୁବଳୀ’ ସୁଟିଂ ବେଳେ ପ୍ରଭାସଙ୍କ ପାଖରେ ନଥିଲା ପଇସା ! ଅଭିନୟ ନିଶାରେ ଭୁଲିଯାଇଥିଲେ ସବୁକିଛି