ଭାରତକୁ ହରାଇ ବିଶ୍ୱ କପ୍ ଜିତିଲା ଇଂଲଣ୍ଡ !

19

କନକ ବ୍ୟୁରୋ : ମହିଳା ବିଶ୍ୱ କପରେ ଭାରତକୁ ହରାଇ ବିଜୟ ହାସଲ କଲା ଟିମ୍ ଇଲଂଣ୍ଡ  । ଐତିହାସିକ ମଇଦାନ ଲର୍ଡସରେ ଚାଲିଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଇଂଲଣ୍ଡ ।ନିର୍ଦ୍ଧାରିତ ୫୦ ଓଭରରେ ୨୨୮ ରନ୍ କରି ଭାରତ ଆଗରେ ୨୨୯ର ବିଜୟ ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ତେବେ ଜବାବରେ ୨୧୯ରେ ଅଲ୍ ଆଉଟ୍ ହୋଇଛି ଭାରତ  ।