ଦୂତୀ ଜଣାଇଲେ ଦୁଃଖ ! ବିଜନେସ୍ କ୍ଲାସରେ ଭିଆଇପି ହେଲେ ଇକୋନମି କ୍ଲାସରେ ଭାରତର ଗୌରବ

25

କନକ ବ୍ୟୁରୋ : କ୍ଷୋଭ ପ୍ରକାଶ କଲେ ଦୂତି ଚାନ୍ଦ । ଅଲିମ୍ପିକ୍ସ ପାଇଁ ବ୍ରାଜିଲର ରିଓରେ ପହଂଚିଥିବା ଦୂତି, କନକ ନ୍ୟୁଜକୁ ଏକ ବାର୍ତା ପଠାଇ କ୍ଷୋଭ ପ୍ରକାଶ କରିଛନ୍ତି । ଦୂତୀ କହିଛନ୍ତି, ହାଇଦ୍ରାବାଦରୁ ବ୍ରାଜିଲକୁ ତାଙ୍କୁ ଇକୋନମି କ୍ଲାସରେ ୩୬ ଘଂଟା ଯାତ୍ରା କରିବାକୁ ପଡିଥିଲା । ଟିମ୍ ମ୍ୟାନେଜର ଓ ଅନ୍ୟ ଅଫିସିଆଲ ମାନଙ୍କୁ ଆରାମଦାୟକ ଯାତ୍ରା ପାଇଁ ବିଜନେସ କ୍ଲାସର ସୁବିଧା ଦିଆଯାଇଥିଲା । କିନ୍ତୁ କ୍ରିଡାବିତ୍ ମାନଙ୍କୁ ଅବହେଳାର ଶିକାର ହେବାକୁ ପଡିଛି । ଶୁଣନ୍ତୁ କଣ କହିଛନ୍ତି ଦୂତି :