ନିଆରା ନିର୍ବନ୍ଧ : ବର, କନ୍ୟା ହେଲେ ଜଉ କଣ୍ଢେଇ

37

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମହାଆଡମ୍ବରରେ କରାଯାଉଛି ନିର୍ବନ୍ଧ । ସମସ୍ତଙ୍କ ନଜର ବର କନ୍ୟା ଉପରେ । ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ବର, କନ୍ୟା ହେଉଛନ୍ତି ଜଉ କଣ୍ଢେଇ । ବାଲେଶ୍ୱରର ଏହି ପ୍ରାଚୀନ ପରମ୍ପରା ପ୍ରଥମ ଥର ପାଇଁ ଦେଖବାକୁ ମିଳିଛି ରାଜଧାନୀରେ ।