ସରିଲା ପଂଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ! ବାକି ୨ଟି ପର୍ଯ୍ୟାୟ ପାଇଁ ହେବ ସୁରକ୍ଷା ବ୍ୟବସ୍ଥା କଡାକଡି

26

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ଆଉ ବାକି ରହିଛି ୨ଟି ପର୍ଯ୍ୟାୟ ନିର୍ବାଚନ । ଏହାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୁଲିସ ଡିଜି କେବି ସିଂ ।