ଶାହରୁଖଙ୍କ ନୂଆ ଫିଲ୍ମ “ଡିଅର ଜିନ୍ଦେଗୀ’ର ପ୍ରଥମ ଲୁକ୍ : ଟ୍ୱିଟ କରି ରିଲିଜ କଲେ ନାୟିକା ଆଲିଆ ଭଟ୍ଟ

33

ବଲିଉଡ ମୁଭି “ଡିଅର ଜିନ୍ଦେଗୀ’ର ଫାଷ୍ଟ ଲୁକ୍ ଆସିଛି । ଆଲିଆ ଭଟ୍ଟ ଓ ଶାହରୁଖ ଖାନ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି । ଫିଲ୍ମର ପ୍ରଥମ ଚିତ୍ରକୁ ସାମ୍ନାକୁ ଆଣିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ଏକ ଫଟୋ ଚିତ୍ର ଟ୍ୱିଟ୍ କରିଛନ୍ତି ।

dear jindegi poster- twit allia bhattଏହି ଚିତ୍ରକୁ ପ୍ରସ୍ତୁତ କରିଛି ପ୍ରିଜମା । ସେପଟେ ଆଲିଆଙ୍କ ଟ୍ୱିଟର ଜବାବ ରଖିଛନ୍ତି ଶାହରୁଖ । ଫିଲ୍ମଟି ଆସନ୍ତା ନଭେମ୍ବର ୨୫ରେ ବକ୍ସ ଅଫିସରେ ରିଲିଜ୍ ହେବ ।