ଡ଼ଙ୍ଗରିଆଙ୍କ ଉପରେ ଦମନ ଲୀଳାର ପ୍ରତିବାଦ ! ଦକ୍ଷିଣାଂଚଳ ରାଜସ୍ୱ କମିସନର କାର୍ଯ୍ୟାଳୟ ଆଗରେ ନିୟମଗିରି ସୁରକ୍ଷା ସମିତିର ବିକ୍ଷୋଭ

26

କନକ ବ୍ୟୁରୋ : ଡ଼ଙ୍ଗରିଆ କନ୍ଧଙ୍କ ଉପରେ ଦମନ ଲୀଳାର ପ୍ରତିବାଦ । ନିୟମଗିରି ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ଦକ୍ଷିଣାଂଚଳ ରାଜସ୍ୱ କମିସନରଙ୍କ ତତ୍ୱବଧାନରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛନ୍ତି । ୨୦୦୩ରୁ ବେଦାନ୍ତର ବକ୍ସାଇଟ ଖନନ ବିରୋଧରେ ଲଢେଇ ଜାରି ରହିଛି ।

ଅନେକ ସମୟରେ ଏହି ଡ଼ଙ୍ଗରିଆମାନଙ୍କୁ ମଧ୍ୟ ମାଓବାଦୀ କହି ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ଏହ ବିରୋଧରେ ବିକ୍ଷୋଭ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି ନିୟମଗିରି ସୁରକ୍ଷା ସମିତିର ପ୍ରତିନିଧି ଦଳ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –