ବାଣୀବିହାର ଛକରେ ଛାତ୍ର କଂଗ୍ରେସ ଓ ପୁଲିସ ମୁହାଁମୁହିଁ ! ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ

32

କନକ ବ୍ୟୁରୋ: ବାଣୀବିହାର ଛକରେ ଛାତ୍ର କଂଗ୍ରେସ ଓ ପୁଲିସ ମୁହାଁମୁହିଁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ୧୦ରୁ ଅଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ । ଆଜି ବାଣୀବିହାର ଛାତ୍ର ସଂସଦର ବାର୍ଷିକତ୍ସୋବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –