ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପରେ କଲେଜ କ୍ୟାମ୍ପସ ଚଳଚଂଚଳ

25

କନକ ବ୍ୟୁରୋ : ପ୍ରକାଶ ପାଇଲା ବିଜ୍ଞପ୍ତି ଆଉ ଏବେ ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ସଜବାଜ। କଲେଜ ସଂସଦ ନିର୍ବାଚନ ପାଇଁ ଏବେ ଚଳଚଂଚଳ କଲେଜ କ୍ୟାଂପସ। ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଲେଣି ପ୍ରମୁଖ ଦଳ ।

ଦେଖନ୍ତୁ ଏହି ଭିଡିଓ –