ନିଆଳି ମେଣ୍ଢା ମଡ଼କ ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ : କହିଲେ, ଗୁରୁତର ସହ ନେଇଛି ବନ ବିଭାଗ, ଖୁବ୍ ଶୀଘ୍ର ହେବ ସମାଧାନ

55

କନକ ବ୍ୟୁରୋ : ନିଆଳି ମେଣ୍ଢା ମଡ଼କ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମେଣ୍ଢା ମୃତ୍ୟୁ ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି  । ଏହାସହ ଘଟଣାର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି  ।