ନଗଡା ଅପପୁଷ୍ଟି ଜନିତ ଶିଶୁମୃତ୍ୟୁ ଘଟଣାର ତନାଘନା : ଘଟଣାସ୍ଥଳରେ ସ୍ଥିତି ପରଖିଲା କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟର ୨ ଜଣିଆ ଟିମ୍

64

ନଗଡା : ନଗଡା ଗସ୍ତରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଟିମ । ଯୁଗ୍ମ ସଚିବ ରମେଶ କୁମାର ଜୀଙ୍କ ନେତୃତ୍ୱରେ ୨ ଜଣିଆ ଟିମ ନଗଡା ଗସ୍ତ କରିଛନ୍ତି । ଅପପୃଷ୍ଟି ଜନିତ ଶିଶୁ ମଡକ ଘଟଣାର ତଦନ୍ତ କରୁଛି ଏହି ଟିମ । ଏହି ଟିମ୍ ନଗଡ଼ାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ ସହ କେଉଁ କାରଣରୁ ଏତେ ଶିଶୁଙ୍କ ମୃତ୍ୟୁ ହେଉଛି ତାର ଅନୁଧ୍ୟାନ କରାଯାଇଛି ।