Browsing Category

ଦେଶ ବିଦେଶ

ଆଜିଠୁ ସଂସଦ ସ୍ୱତନ୍ତ୍ର ଅଧିବେଶନ : ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ଆଗତ ପାଇଁ ପ୍ରସ୍ତାବ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ । ଏହା ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ଏଥିରେ ସରକାରୀ ଓ ବିରୋଧ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ…
Read More...

ହାଇଦ୍ରାବାଦରେ ସରିଲା ସିଡବ୍ଲୁସି ବୈଠକ: ଦଳୀୟକର୍ମୀଙ୍କୁ ବିଜୟମନ୍ତ୍ର ଦେଲେ ସୋନିଆ ଓ ଖଡଗେ

କନକ ବ୍ୟୁରୋ: ତେଲେଙ୍ଗାନାରେ ସରିଲା କଂଗ୍ରେସ ମେଳି । ଦୁଇ ଦିନ ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରୀଣି କମିଟି ବୈଠକ ଶେଷ ହୋଇଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ସହ ୫ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ବିଜେପି ସରକାରଙ୍କୁ କଳେବଳେ କୌଶଳେ ମାତ ଦେବାକୁ ବୈଠକରେ ଚର୍ଚ୍ଚା ହୋଇଛି ।…
Read More...

ବିଶେଷ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ବିରୋଧୀଙ୍କ ଦାବି, ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପିତ ହେଉ ମହିଳା…

କନକ ବ୍ୟୁରୋ : ୧୭ ତମ ଲୋକସଭାର ୧୩ତମ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ସର୍ବଅଦଳୀୟ ବୈଠକ ବସିଥିଲା । ଏଥିରେ ବିଜେଡି ଓ ବିଆରଏସ ସମେତ ଅନେକ ଦଳ ସଂସଦରେ ମହିଳା ସଂରକ୍ଷଣ ବିଲ ଉପସ୍ଥାପନ ହେଉ…
Read More...

ଏସିଆକପ୍ ଫାଇନାଲରେ ଭାରତର ଦମଦାର ବିଜୟ, ୧୦ ୱିକେଟରେ ଶ୍ରୀଲଙ୍କାକୁ କଲା ପରାସ୍ତ

କନକ ବ୍ୟୁରୋ : ଏସିଆକପ୍ ଫାଇନାଲରେ ଭାରତ ବିଜୟ ଲାଭ କରିଛି । ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାଜିତ କରି ଅଷ୍ଟମଥର ପାଇଁ ଏସିଆକପ୍ ହାତେଇଛି ଭାରତୀୟ ଟିମ୍ । ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କ ଦଳକୁ ମାତ୍ର ୫୦ ରନରେ ଅଲଆଉଟ କରିଥିଲା । ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ…
Read More...

ଭାରତୀୟ ବୋଲରଙ୍କ ଘାତକ ବୋଲିଂ: ମାତ୍ର ୫୦ ରନରେ ଶ୍ରୀଲଙ୍କା ଅଲଆଉଟ, ୫୧ ରନ କଲେ ଟାଇଟଲ ହାତେଇବ ଭାରତ

କନକ ବ୍ୟୁରୋ: ଆଜି ଏସିଆ କପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଘାତକ ବୋଲିଂ କରିଛନ୍ତି । ଫଳରେ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ କରି ଅଲ ଆଉଟ ହୋଇଯାଇଛି । ଏବେ ଏସିଆକପ ଟାଇଟଲ ହାତେଇବା ପାଇଁ ଭାରତକୁ ୫୧ ରନ ବିଜୟ ଲକ୍ଷ୍ୟ ରହିଛି ।…
Read More...

ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ: ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଧରାଶାୟୀ ଘରୋଇ ଦଳ

କନକ ବ୍ୟୁରୋ: କଲମ୍ବୋରେ ଚାଲିଥିବା ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ୬ ଓଭରରେ ଘରୋଇ ଦଳର ୬ ୱିକେଟ୍ ନେଇଛନ୍ତି ଭାରତୀୟ ବୋଲର । ବିଶେଷକରି ମହମ୍ମଦ ସିରାଜଙ୍କ ସୁଇଙ୍ଗ ଆଗରେ ଆତ୍ମସମର୍ପଣ କରିଛନ୍ତି ଶ୍ରୀଲଙ୍କା ବ୍ୟାଟର୍ । ସିରାଜ ନିଜର ଦ୍ୱିତୀୟ…
Read More...

୫୦ ଫୁଟ କୂଅ ତଳେ ଚାପି ହୋଇ ରହିଛି ଶ୍ରମିକର ଜୀବନ । ୧୮ ଘଂଟା ଧରି ଜାରି ରହିଛି ଉଦ୍ଧାର କାର୍ଯ୍ୟ

କନକ ବ୍ୟୁରୋ : ରାଜସ୍ଥାନର ଏକ ୫୦ ଫୁଟ ଗଭୀର କୂଅ ଭିତରେ କାମ କରୁଥିବା ବେଳେ ମାଟି ଅତଡା ଖସିବାରୁ ଜଣେ ଶ୍ରମକ କୂଆ ଭିତରେ ଚାପି ହୋଇ ରହିଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ୧୮ ଘଣ୍ଟା ହେବ ଉଦ୍ଧାରକାରୀ ଦଳ ଅନବରତ ଚେଷ୍ଟା ଚଳାଇଛି । ସୂଚନା ମୁତାବକ କୂଅ ଖୋଳିବା ବେଳେ ହଠାତ ମାଟି ଅତଡା…
Read More...

ଏସିଆ କପ୍ ଟାଇଟଲ ଲଢ଼େଇରେ ପ୍ରଥମେ ବୋଲିଂ କରିବ ଭାରତ: ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତି

କନକ ବ୍ୟୁରୋ: ଆଜି ଏସିଆ କପ ଫାଇନାଲ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ବୋଲିଂ କରିବ ଭାରତ । ଆଜିର ମ୍ୟାଚ ବେଶ ରୋମାଞ୍ଚକର ରହିବ । ଏସିଆକପ ଟାଅଟଲ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ । ଆଜିର ମ୍ୟାଚରେ ଅକ୍ଷର ପଟେଲଙ୍କ ସ୍ଥାନରେ ୱାଶିଂଟନ…
Read More...

ଗଦ୍ଦର ଫିଲ୍ମ ଦେଖିବା କାଳ ହେଲା । ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରା ଲଗାଇବାରୁ ଯୁବକଙ୍କୁ ବାଡେଇ ବାଡେଇ ମାରିଦେଲେ

କନକ ବ୍ୟୁରୋ: ଛତିଶଗଡର ଦୁର୍ଗରେ ଜଣେ ଯୁବକଙ୍କ ପାଇଁ କାଳ ହେଲା ଗଦ୍ଦର ଫିଲ୍ମର ନାରା । ଫିଲ୍ମ ଦେଖି ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରା ଲଗାଇବାରୁ ପାଖରେ ଥିବା ଯୁବକମାନେ ତାଙ୍କୁ ପିଟି ପିଟି ହତ୍ୟା କରିଦେଲେ । ଏହି ଘଟଣାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ,…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ସଂପତ୍ତି କେତେ ? ତାଙ୍କ ପାଖରେ ରହିଛି କଣ ଓ କେଉଁଠୁ କେତେ କରିଥାନ୍ତି ରୋଜଗାର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆଜି ୭୩ତମ ଜନ୍ମଦିନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ମୁତାବକ ସେ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ବଡନଗର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ଠାରୁ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି । ହେଲେ ଆପଣ ଜାଣିଛନ୍ତି କି…
Read More...