Browsing Category

ଦେଶ ବିଦେଶ

ଆଜି ପ୍ରଧାନମନ୍ତ୍ରୀ ନିଯୁକ୍ତି ମେଳା : ଦେଶବ୍ୟାପୀ ୪୬ଟି ସ୍ଥାନରେ ହେବ ନିଯୁକ୍ତି ପତ୍ର ବିତରଣ କାର୍ଯ୍ୟକ୍ରମ; ୫୧…

କନକ ବ୍ୟୁରୋ : ଆଜି ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୪୬ଟି ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଆଜି ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ ।…
Read More...

ଭାରତ–କାନାଡା ସମ୍ପର୍କରେ ତୁଟୁନି ବିବାଦ । ବିଗୁଡୁଥିବା ସ୍ଥିତି ଭିତରେ ନରମ ପଡିଲା ଟ୍ରୁଡୋଙ୍କ ପ୍ରଶାସନ । କାନାଡା…

କନକ ବ୍ୟୁରୋ: ଭାରତ-କାନାଡା ଭିତରେ ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଭାରତ ବିରୋଧୀ ବୟାନକୁ ନେଇ ଦୁଇ ଦେଶ ଭିତରେ ସମ୍ପର୍କ ବିଗିଡିବାରେ ଲାଗିଲାଣି । ଏହାରି ଭିତରେ ସାମ୍ନାକୁ ଆସିଛି କାନାଡା ରକ୍ଷାମନ୍ତ୍ରୀଙ୍କ ବଡ ବୟାନ ।…
Read More...

ବାୟୁସେନାର ସାମିଲ ହେଲା ସି-୨୯୫ ପରିବହନ ବିମାନ । ବିଦ୍ଧିବଦ୍ଧ ଭାବେ ସାମିଲ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

କନକ ବ୍ୟୁରୋ: ଗାଜିଆବାଦ ସ୍ଥିତ ହିଣ୍ଡେନ୍ ଏୟାରବେସରେ ଭାରତର ଡ୍ରୋନ୍ ଶକ୍ତି ପ୍ରଦର୍ଶିତ ହୋଇଛି । ଦେଶର ସବୁ କମ୍ପାନୀ ନିଜ ନିଜର ହାଇଟେକ୍ ଡ୍ରୋନ୍ ଗୁଡିକ ପ୍ରଦର୍ଶିତ କରିଛି । ଏହାସହ ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ…
Read More...

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି ଓ ଜନସଭା । ମଞ୍ଚରୁ କଂଗ୍ରେସକୁ କଲେ ଟାର୍ଗେଟ୍ । ସେପଟେ ଛତିଶଗଡରେ ଜନସଭାକୁ…

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ବାଜିଲାଣି ନିର୍ବାଚନୀ ବିଗୁଲ । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜଧାନୀ ଭୋପାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । ସେପଟେ…
Read More...

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ଏନଡିଏ ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ ।

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା । ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ । ମେଣ୍ଟ ଛାଡିବା ପୂର୍ବରୁ ଚେନ୍ନାଇରେ ଆଜି ବଡ ବୈଠକ ବସିିଥିଲା । ଯେଉଁଠି ସର୍ବସହମତିରେ ପ୍ରସ୍ତାବ ପାରିତ ହୋଇଥିବା ଦଳ କହିଛି । ଏଆଇଏଡିଏମକେ କହିଛି ଗତ ଏକବର୍ଷ ଧରି ଦଳର ନେତା,…
Read More...

ପ୍ରଥମ ଥର ପାଇଁ ଭୋଟ ଦେବେ ୯୩ ବର୍ଷୀୟ ବୃଦ୍ଧ । ଏଯାଏଁ ପାଇନଥିଲେ ଭୋଟର ପରିଚୟପତ୍ର ।

କନକ ବ୍ୟୁରୋ: ବୟସ ୯୩ ହେଲାଣି, ହେଲେ ପ୍ରଥମ ଥର ପାଇଁ ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିବେ ଛତିଶଗଡର ଏହି ବୃଦ୍ଧ ।ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନକ୍ସଲ୍‌ ଉପଦ୍ରୁତ କାଙ୍କେର୍‌ ଅଞ୍ଚଳର ଜଣେ ୯୩ ବର୍ଷିୟ ବୃଦ୍ଧ ଜୀବନରେ ପ୍ରଥମ କରି ଭୋଟ୍‌ ଦେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ…
Read More...

ଏସିଆନ୍ ଗେମରେ ଭାରତୀୟ ମହିଳା କ୍ରିକେଟକୁ ସ୍ୱର୍ଣ୍ଣ: ଶ୍ରୀଲଙ୍କା ମହିଳା ଦଳକୁ ୧୯ ରନରେ ହରାଇଲା ଭାରତ

କନକ ବ୍ୟୁରୋ: ଏସିଆନ ଗେମରେ ବଡ ଉପଲବ୍ଧି ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳକୁ ୧୯ ରନରେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ବାଂଲାଦେଶକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲରେ…
Read More...

ଭାରତୀୟ ସେନା ବର୍ତ୍ତମାନ ହେବ ଅଧିକ ଶକ୍ତିଶାଳୀ

 ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛି । ୭,୮୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବ ପାଇଁ DAC ଅନୁମୋଦନ ଆବଶ୍ୟକତାକୁ (AoN)(Acceptance of Necessity) ଅନୁମୋଦନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ…
Read More...

ଅମ୍ବାନୀ, ମହିନ୍ଦ୍ରା, ୱାଡିଆ….. : କୋଟି କୋଟି ଟଙ୍କାର ସାମ୍ରାଜ୍ୟ

ଏବେ ଆମଦେଶରେ ଏପରି ଅନେକ ବିଶିଷ୍ଟ ଶିଳ୍ପପତି ଅଛନ୍ତି ଯେଉଁମାନେ ବର୍ତ୍ତମାନ ବୟସର ଏପରି ସ୍ତରରେ ପହଞ୍ଚିଛନ୍ତି ଯେଉଁଠି ତାଙ୍କୁ ସେମାନଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ କରିବାର ସମୟ ଆସିଛି ।  ଯଦି ସେମାନେ ଏବେଠୁ ଏକ ସ୍ପଷ୍ଟ ଉତ୍ତରାଧିକାର ଯୋଜନା ନକରନ୍ତି, ତେବେ ପରବର୍ତ୍ତୀ ପିଢି…
Read More...

NIA, IB, RAW, ATSଙ୍କ ବଡ ବୈଠକ । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କ ନେଟୱାର୍କ ମୂଳପୋଛ କରିବାକୁ ହେବ…

କନକ ବ୍ୟୁରୋ: ଖଲିସ୍ତାନୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କୁ ମୂଳପୋଛ କରିବାକୁ ଆକ୍ସନ ମୋଡରେ ମୋଦୀ ସରକାର । ଏଥିପାଇଁ ଅକ୍ଟୋବର ୫ଓ ୬ ଦୁଇଦିନ ଦେଶର ଗୁରୁତ୍ୱପୂଣ୍ଣ ଯାଞ୍ଚ ଏଜେନ୍ସି NIA, IB, RAW, ATSକୁ ନେଇ ବସିବ ବଡ ବୈଠକ । ଏହି ବୈଠକରେ ସବୁ ଏଜେନ୍ସି ଏକାଠି ମିଶି କାମ କରିବା ଏବଂ ଏହାର ଆକ୍ସନ୍…
Read More...