Browsing Category

ଦେଶ ବିଦେଶ

ଖଲିସ୍ତାନୀ ଆତଙ୍କୀକୁ ସାବାଡ଼ କରିବ ଭାରତ: ଖଲିସ୍ତାନୀଙ୍କ ଠିକଣାରେ ଏନଆଇଏ ଚଢ଼ାଉ

କନକ ବ୍ୟୁରୋ: କୁହୁଳୁଛି ଭାରତ-କାନାଡ଼ା ବିବାଦ । ଖଲିସ୍ତାନୀ ଆତଙ୍କୀଙ୍କୁ ନେଇ ମୁହାଁମୁହିଁ ସ୍ଥିତିରେ ଉଭୟ ଦେଶ । ଏହା ଭିତରେ ଆକ୍ସନମୁଡକୁ ଆସିଛନ୍ତି ମୋଦୀ ସରକାର । ଖଲିସ୍ତାନୀ ନେତାଙ୍କ ପଂଜାବ ଘରେ ରେଡ କରିବା ସହ ସମ୍ପତି ଜବତ କରିଛି ଏନଆଇଏ । ସେପଟେ ବିବାଦ ଭିତରେ ଆମେରିକା ଏଟ୍ରିଂର…
Read More...

ଆଇସିସି ରାଙ୍କିଙ୍ଗରେ ଭାରତର ଦବଦବା । ତିନୋଟି ଫର୍ମାଟରେ ଟିମ୍ ସହ ବୋଲର ,ବ୍ୟାଟ୍ସମ୍ୟାନ ଓ ଅଲରାଉଣ୍ଡର ବି ପ୍ରଥମ…

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହୋଇଥିବା ୩ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିବା ପରେ ଭାରତୀୟ ଟିମ୍ ଆଇସିସି ଏକଦିବସୀୟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛି । ଏହାସହ ଭାରତୀୟ ଟିମ୍ ବିଶ୍ୱ କ୍ରିକେଟର ୩ଟି ଫର୍ମାଟରେ…
Read More...

ହଠାତ୍ ଜୟପୁର ମହାରାଣୀ କଲେଜରେ ପହଂଚିଲେ ରାହୁଲ ଗାନ୍ଧୀ । ଛାତ୍ରୀଙ୍କ ସ୍କୁଟିରେ ବସି ସଭାସ୍ଥଳକୁ ଗଲେ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ ସବୁବେଳେ ଚର୍ଚ୍ଚାରେ ରହିଛି । କେବେ ଟ୍ରକରେ ବସି ଭ୍ରମଣ କରିବା ତ ପୁଣି କେବେ ଗ୍ୟାରେଜରେ ବସି ଗାଡି ସଜାଡିବା । ଏହାସହ ଗତକାଲି ରେଲୱେ କୁଲିଙ୍କ ସହ ମିଶି ମୁଣ୍ଡରେ ଭାର ଉଠାଉଥିବା ଚିତ୍ର ତ ଆଜି କଲେଜ ଛାତ୍ରୀଙ୍କ…
Read More...

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜସ୍ଥାନ ବିଜେପିକୁ ଲାଗିପାରେ ଝଟକା । ଗୋଟିଏ ମଞ୍ଚରେ ବସିଲେ ଗେହଲଟ ଓ ବସୁନ୍ଧରା

କନକ ବ୍ୟୁରୋ : ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନଜରରେ ରଖି କ୍ଷମତାସୀନ କଂଗ୍ରେସ ତାର ପ୍ରଚାର ଜୋରଦାର କରିଥିବା ବେଳେ କ୍ଷମତା ହାତେଇବାକୁ ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତ କରୁଛି । ହେଲେ ଠିକ  ଏହି ସମୟରେ ରାଜସ୍ଥାନ ବିଜେପିର…
Read More...

ନିଜ୍ଜର ଯଦି ପ୍ଲମ୍ବର ତେବେ ଲାଡେନ ମଧ୍ୟ ଇଞ୍ଜିନିୟର

ବର୍ତ୍ତମାନ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବଢି ଚାଲିଛି ।  ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ପଛରେ ଭାରତର ଗୁପ୍ତଚର ସଂସ୍ଥାର ହାତ ରହିଛି ବୋଲି କାନାଡା ଅଭିଯୋଗ କରିଛି। ଏହା ଉପରେ ବର୍ତ୍ତମାନ ପେଣ୍ଟାଗନର ଜଣେ ଅଧିକାରୀ କହିଛନ୍ତି ଯେ ଯଦି ନିଜ୍ଜରକୁ ଯଦି ଆପଣ ପ୍ଲମ୍ବର ବୋଲି…
Read More...

ଇସ୍ରୋ ଲଞ୍ଚ କରିବ BIKINI , ପରୀକ୍ଷଣ ସଫଳ ହେଲେ ମହାକାଶ ପର୍ଯ୍ୟଟନ ହେବ ବିକଶିତ

କନକ ବ୍ୟୁରୋ: ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ ୟୁରୋପୀୟ ସ୍ପେଶକ୍ରାଫ୍ଟ । ଏହାକୁ ଇସ୍ରୋର ପିଏସଏଲଭି ରକେଟ୍ ଦ୍ୱାରା ଉଦକ୍ଷେପଣ କରାଯିବ । ଏହାର ନାମ ହେଉଛି ବିକିନି । ଏହା ୟୁରୋପୀୟ ଷ୍ଟାର୍ଟଅପ୍ ‘ଦ ଏକ୍ସପ୍ଲୋରେସନ୍ କମ୍ପାନୀ’ର ଏକ ରିଏଣ୍ଟ୍ରି ହ୍ୱିକିଲ । ପିଏସଏଲଭି ରକେଟ୍…
Read More...

ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ଆସନ୍ତାକାଲି ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ

କନକ ବ୍ୟୁରୋ : ଭାରତୀୟ ରେଳବାଇ ଲଗାତାର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସଂଖ୍ୟାକୁ ବୃଦ୍ଧି କରୁଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏକା ସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ସୁଭାରମ୍ଭ କରାଇବେ । ଏହି ୯ଟି ଟ୍ରେନ୍ ରାଜସ୍ଥାନ୍, ବିହାର, ଓଡିଶା,…
Read More...

ନ୍ୟୁଜିଲାଣ୍ଡ ରାସ୍ତାରେ ବ୍ରିଟେନ୍ । ଦେଶରେ ଖୁବଶୀଘ୍ର ସିଗାରେଟ୍ ବ୍ୟାନ୍ କରିପାରନ୍ତି ଋଷି ସୁନକ

କନକ ବ୍ୟୁରୋ : ବର୍ତ୍ତମାନ ଯୁବପୀଢି ନିଶା ପ୍ରତି ଅଧିକ ଆକୃଷ୍ଠ ହେଉଛନ୍ତି । ପ୍ରାୟ ସମସ୍ତେ ମଦ ଓ ସିଗାରେଟ୍ ପିଉଛନ୍ତି । ଯାହାଦ୍ୱାରା ଦେଶର ଭବିଷ୍ୟତ ଅନ୍ଧାର ଘେରକୁ ଚାଲିଯାଉଛି । କାହିଁକିନା ଆଜିର ଯୁବପୀଢିଙ୍କୁ ଦେଶର ଆଗାମୀ ଭବିଷ୍ୟତ ବୋଲି କୁହାଯାଇଥାଏ । ତେଣୁ ଦେଶର ଭବିଷ୍ୟତକୁ…
Read More...

ଆମ ଦେଶର ପ୍ରତ୍ୟେକ କ୍ଷେତ୍ରରେ ହିନ୍ଦୁମାନଙ୍କର ଅବଦାନ ରହିଛି

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ସୋମବାର ଦିନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡା ସଂସଦରେ ଭାରତକୁ ଖାଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ଏହି…
Read More...

ପାକିସ୍ତାନ ଟିମକୁ ଏଯାଏଁ ମିଳିନି ଭାରତ ଭିସା, ବିଶ୍ୱକପ୍ ପୂର୍ବରୁ ଫସର ଫାଟିଲା ପାକିସ୍ତାନର ବଡ ପ୍ଲାନ ।

କନକ ବ୍ୟୁରୋ : ବିଶ୍ୱକପକୁ ଆଉ ଦିନ କେଇଟା ବାକି ଥିବା ବେଳେ ପାକିସ୍ତାନ ଟିମକୁ ଏଯାଏଁ ମିଳିନି ଭିସା । ଅନ୍ୟ ଟିମକୁ ଭାରତ ଆସିବାକୁ ଭିସା ମିଳି ସାରିଥିବା ପାକିସ୍ତାନ ଟିମକୁ ଭିସା ନ ମିଳିନାହିଁ । ଯେଉଁଥିପାଇଁ ପାକିସ୍ତାନ ଟିମର ଦୁବାଇରେ ଖେଳାଳୀଙ୍କ କ୍ୟାମ୍ପ କରିବା ପ୍ଲାନ ଫସର ଫାଟିଛି…
Read More...