Browsing Category

ଦେଶ ବିଦେଶ

କାବେରୀ ଜଳ ବିବାଦରେ ଅଶାନ୍ତ କର୍ଣ୍ଣାଟକ: ରାଜରାସ୍ତାରେ ଚାଷୀ ସଙ୍ଗଠନର ପ୍ରତିବାଦ, ବିକ୍ଷୋଭ

କନକ ବ୍ୟୁରୋ: କାବେରୀ ନଦୀ ଜଳ ବିବାଦକୁ ନେଇ ପୁଣି ଅଶାନ୍ତ କର୍ଣ୍ଣାଟକ । ପଡୋଶୀ ରାଜ୍ୟ ତାମିଲନାଡୁକୁ କାବେରୀ ଜଳ ଦେବା ପ୍ରସଙ୍ଗରେ ଶୁକ୍ରବାର ପୁଣିଥରେ ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆ ଯାଇଛି । କନ୍ନଡ ଓକୁଟା ସଙ୍ଗଠନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ, ସାରା ରାଜ୍ୟରେ ବସ୍,…
Read More...

ଇଣ୍ଡିଆ ମେଂଟରେ ଫାଟ ନେଇ ପୁଣି ଧରିଲା ଚର୍ଚ୍ଚା: ପଂଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ପଦାରେ ପଡିଲା…

କନକ ବ୍ୟୁରୋ: ଇଣ୍ଡିଆ ମେଂଟରେ କନ୍ଦଳ ନେଇ ପୁଣି ଜୋର ଧରିଲା ଚର୍ଚ୍ଚା । ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି, ବିଭିନ୍ନ ରାଜ୍ୟରେ ସିଟ୍ ବଂଟାକୁ ନେଇ ଇଣ୍ଡିଆ ମେଂଟରେ ଉପୁଜିପାରେ ସମସ୍ୟା । ସେପଟେ ଶୁକ୍ରବାର ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କହିଛନ୍ତି, ଆମ ଆଦମୀ ପାର୍ଟି ଇଣ୍ଡିଆ ମେଂଟ…
Read More...

ଇସ୍କନ ସଂସ୍ଥା ବିରୋଧରେ ଆପତ୍ତିଜନକ ବୟାନ ଦେଇ ଅଡୁଆରେ ମାନେକା ଗାନ୍ଧୀ: ଶହେ କୋଟିର ମାନହାନୀ ମକଦ୍ଦମା କଲା ଇସ୍କନ୍…

କନକ ବ୍ୟୁରୋ: ଅଡୁଆରେ ବିଜେପି ସାଂସଦ ମାନେକା ଗାନ୍ଧୀ । ମାନେକାଙ୍କ ନାଁରେ ମାନହାନି ମାମଲା କଲା ଇସ୍କନ । ଶହେ କୋଟି ଟଙ୍କା ମାନହାନି ମାମଲା କରି ନୋଟିସ ପଠାଇଛି ଇସ୍କନ । ଇସ୍କନ କହିଛି, ବିଜେପି ସାଂସଦଙ୍କ ବୟାନ କେବଳ ନିନ୍ଦନୀୟ ନୁହେଁ ବଂର ଇସ୍କନ ଭକ୍ତ, ସମର୍ଥକଙ୍କ ପ୍ରତି ଅପମାନ ଅଟେ…
Read More...

ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନର ବଲୁଚିସ୍ତାନ: ପୋଲିସ କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ମୃତ, ଶତାଧିକ ଆହତ

କନକ ବ୍ୟୁରୋ: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ବଲୁଚିସ୍ତାନ । କ୍ଷଣିକରେ ଚାଲିଗଲା ଅନେକ ଲୋକଙ୍କ ଜୀବନ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଇଣ୍ଡିଆ ଅଧିକୃତ ପାକିସ୍ତାନର ବଲୁଚିସ୍ତାନରେ । ପ୍ରଫେଟ୍ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଇଁ ଆୟୋଜିତ ସମାରୋହରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଛନ୍ତି…
Read More...

ବିପଦରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା! ଆମେରିକାରେ ହୋଇପାରେ ‘ସଟଡାଉନ୍’!

କନକ ବ୍ୟୁରୋ: ବିଶ୍ୱର ଏକ ନମ୍ବର ଅର୍ଥନୀତି ଭାବେ ଜଣା ଯାଉଥିବା ଆମେରିକାରେ ଦେଖାଦେଇପାରେ ଆର୍ଥିକ ସଙ୍କଟ । ଆମେରିକାରେ ସରକାରୀ ଖର୍ଚ୍ଚ ପାଇଁ ପାଣ୍ଠି ସେପ୍ଟେମ୍ବର ୩୦ ସୁଦ୍ଧା ଖାଲି ହୋଇଯିବ । ସରକାରୀ ଖର୍ଚ୍ଚ ପାଇଁ ଅର୍ଥ ମଂଜୁରୀ ବିରୋଧୀ ଦଳଙ୍କ ସହମତିରେ ହିଁ ସମ୍ଭବ । ଆଉ ସେପ୍ଟେମ୍ବର…
Read More...

ନାରୀ ଶକ୍ତି ବନ୍ଦନ ବିଧେୟକକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଏବେ ଆଇନରେ ପରିଣତ ହେଲା ୩୩ ପ୍ରତିଶତ ମହିଳା…

କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ) କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବିଲ ସେପ୍ଟେମ୍ବର ୨୦ ତାରିଖରେ ଲୋକସଭାରେ ୨୧ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । କୌଣସି ବିଲ୍ ଉଭୟ ସଦନରେ ପାରିତ ହେବା ପରେ ଏହାକୁ ଆଇନରେ…
Read More...

ରମେଶ ବିଧୂଡୀଙ୍କ ଅସଭ୍ୟ ଆଚରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦାନିଶ ଅଲ୍ଲୀ । କହିଲେ, ଦେଶ ଦେଖୁଛି…

କନକ ବ୍ୟୁରୋ : ସଂସଦରେ ବିଜେପି ସାଂସଦ ରମେଶ ବିଧୂଡୀ ଯେଭଳି ଭାବେ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ପ୍ରତି ଅସଭ୍ୟ ଆଚରଣ କଲେ ତାକୁ ନେଇ ଦାନିଶ ଅଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ସେ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପୃକ୍ତ ମାମଲାରେ…
Read More...

ଭିକାରୀଙ୍କ ସବୁଠୁ ବଡ଼ ସପ୍ଲାୟର ପାକିସ୍ଥାନ

ପାକିସ୍ତାନ ସରକାରଙ୍କ ସିନେଟର ସ୍ଥାୟୀ ସମିତି କହିଛି ଯେ  ବିଦେଶରେ ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ଭିକ ମାଗିବାରେ ଲାଗିଛନ୍ତି ।  ଯେଉଁଥିପାଇଁ ସେମାନଙ୍କୁ ଜେଲ ଯିବାକୁ ପଡୁଛି । ବିଶ୍ବର ଜେଲରେ ରହୁଥିବା ୯୦% ଭିକାରୀ ହେଉଛନ୍ତି ପାକିସ୍ତାନର । ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ।…
Read More...

‘ଓସ୍କାର’ ସମ୍ମାନରେ ସମ୍ମାନୀତ ହେବ ମାଲାୟଲି ସିନେମା ୨୦୧୮ । ସତ୍ୟ ଘଟଣା ଉପରେ ନିର୍ମାଣ ହୋଇଥିବା ଏହି କାହାଣୀରେ…

କନକ ବ୍ୟୁରୋ : ୨୦୨୪ ବର୍ଷର ଓସ୍କାର ପାଇଁ ଯୁଡେ ଆନ୍ଥୋନି ଯୋସେଫଙ୍କ ଦ୍ୱାରା ନିର୍ମିତ ଫିଲ୍ମ ୨୦୧୮ –ଏଭ୍ରି ଓ୍ୟାନ୍ ଇଜ୍ ଏ ହିରୋ କୁ ଚୟନ କରାଯାଇଛିି । ଏହା ସହ ଚତୁର୍ଥ ମାଲାୟଲି ଫିଲ୍ମ ଭାବେ ଓସ୍କାର ତାଲିକାରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କିଛି ଏହି ସିନେମା । । ଏହା ମାଲାୟଲି…
Read More...

ନେଦରଲାଣ୍ଡରେ ଆତଙ୍କ ରଚିଲା ଛାତ୍ର । ଆପର୍ଟମେଣ୍ଟ ଓ ମେଡିକାଲରେ ପଶି ଚଳାଇଲା ଗୁଳି, ୩ମୃତ

କନକ ବ୍ୟୁରୋ : ନେଦରଲାଣ୍ଡର ଏକ ଡାକ୍ତରଖାନାରେ ଗୁରୁବାର ଦିନ ଗୁଳି କାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୁଳି ମାଡରେ ଜଣେ ୧୪ ବର୍ଷ ନାବାଳିକା ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୟଙ୍କର ଗୁଳି କାଣ୍ଡ ନେଦରଲାଣ୍ଡର ରୋଟରଡାମ ଇରାସମସ୍ ମେଡିକାଲରେ ଘଟିଛି । ଅଚାନକ ଗୁଳିଶବ୍ଦ ଶୁଣିବା…
Read More...