Browsing Category

ଦେଶ ବିଦେଶ

NIA, IB, RAW, ATSଙ୍କ ବଡ ବୈଠକ । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କ ନେଟୱାର୍କ ମୂଳପୋଛ କରିବାକୁ ହେବ…

କନକ ବ୍ୟୁରୋ: ଖଲିସ୍ତାନୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କୁ ମୂଳପୋଛ କରିବାକୁ ଆକ୍ସନ ମୋଡରେ ମୋଦୀ ସରକାର । ଏଥିପାଇଁ ଅକ୍ଟୋବର ୫ଓ ୬ ଦୁଇଦିନ ଦେଶର ଗୁରୁତ୍ୱପୂଣ୍ଣ ଯାଞ୍ଚ ଏଜେନ୍ସି NIA, IB, RAW, ATSକୁ ନେଇ ବସିବ ବଡ ବୈଠକ । ଏହି ବୈଠକରେ ସବୁ ଏଜେନ୍ସି ଏକାଠି ମିଶି କାମ କରିବା ଏବଂ ଏହାର ଆକ୍ସନ୍…
Read More...

ବିଶ୍ୱ ଦେଖିବ ଭାରତର ଡ୍ରୋନ୍ ଶକ୍ତି । ଆକାଶମାର୍ଗରେ କଳା ପ୍ରଦର୍ଶନ କରିବ ସ୍ୱଦେଶୀ ଡ୍ରୋନ୍

କନକ ବ୍ୟୁରୋ : ବିଶ୍ୱ ଦେଖୁଛି ଭାରତର ଶକ୍ତି । ବାୟୁସେନା ପକ୍ଷରୁ ହିଂଡେନ୍ ଏୟାରବେସରେ ଅନୁଷ୍ଠିତ ହୋଇଛି ଡ୍ରୋନ୍ ଶୋ’ । ଉତ୍ତରପ୍ରଦେଶର ସ୍ଥିତ ହିଂଡେନ୍ ଏୟାରବେସରେ ଭାରତର ସ୍ୱଦେଶୀ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଡ୍ରୋନ୍ କ୍ଷେତ୍ରରେ ଭାରତ କେତେ ସୁଦୃଢ ହୋଇପାରିଛି ତାହା ହିଂଡେନ୍…
Read More...

ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଭଲ ଖବର : ମିଡିଲ୍ ଅର୍ଡରକୁ ନେଇ ଥିବା ସମସ୍ୟା ଦୂର, ଅଷ୍ଟ୍ରେଲିଆ ବିପକ୍ଷରେ…

କନକ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍ । ହେଲେ ପ୍ଲେଇଂ ଇଲେଭେନରେ ତାପୁଣି ମିଡିଲ ଅର୍ଡରରେ କିଏ ହେବେ ଦଳ ପାଇଁ ଭରସାଯୋଗ୍ୟ ବ୍ୟାଟର ତାକୁ ନେଇ ଚର୍ଚ୍ଚା ବଢିଛି । ସେପ୍ଟେମ୍ବର ୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତୃତୀୟ ଦିନିକିଆ ଖେଳିବ । ହେଲେ ପ୍ରଥମ ଦୁଇଟି ମ୍ୟାଚରେ ଟିମ୍…
Read More...

ବିଜେପି ବିଧାୟକଙ୍କ ସରକାରୀ ବାସଭବନରେ ଯୁବକର ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କନକ ବ୍ୟୁରୋ: ଲକ୍ଷେ୍ନøରେ ବିଜେପି ବିଧାୟକ ଯୋଗେଶ ଶୁକ୍ଳାଙ୍କ ସରକାରୀ ବାସଭବନରେ ଯୁବକର ଆତ୍ମହତ୍ୟା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହକୁ ଉଦ୍ଧାର କରିଥିଲା । ପାରିବାରିକ କଳହରୁ ଯୁବକ ଆତ୍ମହତ୍ୟା କରିଥିବା ପୁଲିସର…
Read More...

ମଝିରୁ ଭୁଶୁଡିଗଲା ବ୍ରିଜ୍: ଟ୍ରକ୍ ସହ ନଦୀରେ ଖସିପଡିଲା ଏକାଧିକ ଯାନବାହାନ । ୪ ଜଣ ଉଦ୍ଧାର, ୬ ଜଣ ଏବେବି ନିଖୋଜ

କନକ ବ୍ୟୁରୋ: ଗୁଜୁରାଟରେ ପୁଣି ଏକ ବଡ ଅଘଟଣ । ସୁରେନ୍ଦ୍ରନଗର ଜିଲ୍ଲାର ବସ୍ତାଦି ଅଞ୍ଚଳରେ ଏକ  ବ୍ରିଜ୍ ଭୁଶୁଡିଯିବାରୁ ଟ୍ରକ୍ ସହ ଅନ୍ୟ ଯାନବାହାନ ନଦୀରେ ଖସିପଡିଛି । ଏଥିରେ ଯାଉଥିବା ୧୦ ଜଣ ଯାତ୍ରୀ ନଦୀର ସୁଅରେ ଭାସିଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର…
Read More...

ଲଣ୍ଡନରୁ ଫେରିଲେ ନୱାଜ ସରିଫ ହେବେ ଗିରଫ । ବିମାନରେ ହିଁ ପଡିପାରେ ହାତକଡି । କାରଣ କହିଲେ ପାକ୍ ଆଇନ୍ ବିଶେଷଜ୍ଞ

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦେଶକୁ ଫେରିଲେ ଗିରଫ ହେବେ । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନୱାଜ ସରିଫ ଲଣ୍ଡନରୁ ପାକିସ୍ତାନ ଫେରୁଥିବା ବେଳେ ବିମାନରେ ହିଁ ଗିରଫ ହୋଇପାରନ୍ତି। ତେବେ…
Read More...

ଆଜି ବାୟୁସେନାରେ ସାମିଲ ହେବ ସି-୨୯୫ ପରିବହନ ବିମାନ : ପାହାଡିଆ ଏବଂ ଅଣ ଓସାରିଆ ଅଞ୍ଚଳରେ ସିଧାସଳଖ ଯବାନଙ୍କୁ…

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଶକ୍ତି ଆଜି ଦ୍ୱିଗୁଣିତ ହେବାକୁ ଯାଉଛି । ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ୍ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗାଜିଆବାଦର ହିଣ୍ଡେନ ଏୟାରବେସରେ ଏକ ସମାରୋହରେ ଏହି ବିମାନଗୁଡ଼ିକୁ ବାୟୁସେନାକୁ ହସ୍ତାନ୍ତର…
Read More...

ରାସ୍ତାରେ ବିଛେଇ ହୋଇ ପଡିଥିଲା ହୀରା, ପିଲାଠୁ ବୟସ୍କ ସମସ୍ତେ ଗୋଟାଇବାକୁ ଧାଇଁ ଆସିଲେ  । କାହା ହାତରେ ଡର୍ଜନେ ତ ଆଉ…

କନକ ବ୍ୟୁରୋ: ରାସ୍ତାରେ ପଡିଥିଲା ହୀରା ଖଣ୍ଡ । ଯେମିତି ଏକଥା କାନରେ ପଡିଲା, ବାଟୋଇ ହୁଅନ୍ତୁ ବା ସ୍ଥାନୀୟ ବ୍ୟବସାୟୀ ସମସ୍ତେ ଧାଇଁ ଆସିଲେ ଏହାକୁ ଗୋଟାଇବାକୁ । ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୁଜୁରାଟର ରାଜଧାନୀ ସୁରଟକୁ ଡାଇମଣ୍ଡ ଓ ଟେକ୍ସଟାଇଲ ସିଟି କୁହାଯାଏ । ହୀରାର…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା : ସାମିଲ ହେଲେ ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ…

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା । ରାଜସ୍ଥାନ ଉଦୟପୁରରେ ସରିଲା ବିବାହ । ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମେତ ବହୁ ରାଜନେତା ଏବଂ ସେଲିବ୍ରିଟି ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ…
Read More...

ଧରାପଡିଲା ଆତଙ୍କବାଦକୁ ନେଇ ଆମେରିକାର ଦୋମୁହାଁ ନୀତି : କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ; ଆମେରକୀୟ ଶିଖ…

କନକ ବ୍ୟୁରୋ : ଭାରତ-କାନାଡା ବିବାଦ ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିବାଦର ସୁତ୍ରପାତ କରିଥିଲା ଆମେରିକା । କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ । ଯାହା ଆଧାରରେ ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟା ଭାରତୀୟ ଏଜେଂଟ କରିଥିବା କହିଥିଲେ ଜଷ୍ଟିନ ଟ୍ରୁଡୋ । କାନାଡାରେ…
Read More...