ଭୁବନେଶ୍ୱର : ରାଜଧାନୀ ଫର୍ଣ୍ଣିଚର୍ସ ମାଲିକଙ୍କ ନାଁରେ କାଷ୍ଟିଙ୍ଗ କାଉଚ୍ ଅଭିଯୋଗ

22

କନକ ବ୍ୟୁରୋ : ରାଜଧାନୀ ଫର୍ଣ୍ଣିଚର୍ସ ମାଲିକଙ୍କ ନାଁରେ କାଷ୍ଟିଙ୍ଗ କାଉଚ୍ ଅଭିଯୋଗ । ସିନେମାରେ ଅଭିନୟ କରିବା ପାଇଁ ଡାକି କାଷ୍ଟିଙ୍ଗ୍ କାଉଚ୍ କରିଥିବା ଅଭିଯୋଗ ହୋଇଛି । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ । ଏପରିକି ତାଙ୍କୁ ବିବାହ କରି ରଖିବା ପରେ ଏବେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ –