ବଜେଟ ଉପସ୍ଥାପନ ନେଇ ସମ୍ଭାବନା ସୃଷ୍ଟି ! ଦିନ ୧୧ଟାରେ ହୋଇପାରେ ଉପସ୍ଥାପନ

19

କନକ ବ୍ୟୁରୋ: ସାଧାରଣ ବଜେଟ ଉପସ୍ଥାପନ ନେଇ ଏବେ ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ବଜେଟ୍ ବ୍ୟାଗ୍ ଧରି ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରି ପଡିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଆଉ ଏନେଇ ପାର୍ଲାମେଂଟରେ ମଧ୍ୟ ପହଂଚିଛି ବଜେଟ୍ କପି ।