ରକ୍ଷକ ସାଜିଲା ଭକ୍ଷକ : ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ ପରେ ହତ୍ୟା କଲା ଭାଇ

64

ଜଗତସିଂହପୁର : ସଂପର୍କରେ ଲାଗିଲା ଦାଗ। ଭାଇ-ଭଉଣୀ ଭଳି ପବିତ୍ର ସଂପର୍କରେ ଲାଗିଛି ଦୁଷ୍କର୍ମ ଭଳି ଅପବାଦର ଛିଟା। ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କାଠକୋଟ ଗାଁରେ। ଘଟଣା ଏତିକିରେ ସରିନି, ଅଭିଯୋଗ ହୋଇଛି ଭଉଣୀକୁ ଦୁଷ୍କର୍ମ କଲା ପରେ ହତ୍ୟା କରି ନଦୀରେ ଭସାଇ ଦେଇଥିଲା ଭାଇ। ଏହି ଖବର ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇଦେଇଛି।

ବାନ୍ଧିଥାନ୍ତା ଭାଇ ହାତରେ ରାକ୍ଷୀ। ଆଉ ଭାଇ ଦେଇଥାନ୍ତା ଭଉଣୀକୁ ସୁରକ୍ଷା। ମାତ୍ର ଭାଇ ମୁଣ୍ଡରେ ସବାର ଥିଲା କାମନାର ଭୂତ। ଯିଏ ସୁରକ୍ଷା ଯୋଗାଇଥାନ୍ତା, ସେ କଲା ଦୁଷ୍କର୍ମ ଓ ହତ୍ୟା। ଜଗତସିଂହପୁର ଜିଲ୍ଲା କାଠକୋଟ ଗ୍ରାମର ଏପରି ଘଟଣା ଖେଳାଇ ଦେଇଛି ଚାଂଚଲ୍ୟ।
ଏଭଳି ଏକ ଚାଂଚଲ୍ୟକର ଘଟଣା ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଏ ଭିଡିଓ –