ବାରିପଦାରେ ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ! ଯୋଗ ଦେବେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଜୁଏଲ

29

କନକ ବ୍ୟୁରୋ : ବିଜେପିର ଉତ୍ତର ଓଡିଶା ମିଶନ । ଆଜି ବାରିପଦାରେ ବିଜେପିର କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ । ଦଳର ହେଭିୱେଟ ନେତାଙ୍କ ସହ ୩୦ ଜିଲ୍ଲା ସଭାପତି ବୈଠକରେ ସାମିଲ ହୋଇଛନ୍ତି । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଯୋଗଦେବେ । ଦଳକୁ କିଭଳି ତୃଣମୂଳ ସ୍ଥଳରେ ମଜବୁଦ କରାଯିବ ସେ କାର୍ଯ୍ୟକାରିଣୀରେ ଆଲୋଚନା କରାଯିବ ।