କାହା ସହ ରହିବେ ସାମ୍ ପିଟ୍ରୋଡା : କଂଗ୍ରେସ ଓଭରସିଜ୍ ଡିପାର୍ଟମେଂଟ ସମ୍ଭାଳିବେ ନା ଓଡ଼ିଶା ସରକାରର ସାଜିବେ ଆଇଟି ପରାମର୍ଶଦାତା

18

କନକ ବ୍ୟୁରୋ : ସାମ୍ ପିଟ୍ରୋଡା କାହାର ? ରାଜ୍ୟ ସରକାରଙ୍କ ଏହି ବୈଷୟିକ ପରାମର୍ଶଦାତାଙ୍କୁ ନେଇ ଏବେ ରାଜନୀତି । କଂଗ୍ରେସ, ସାମ୍ ପିଟ୍ରୋଡାଙ୍କୁ ଗୁରୁବାର ଦିନ ଦଳର ଦରିଆପାରି ବିଭାଗର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେବା ପରେ ଆରମ୍ଭ ହୋଇଛି ବିତର୍କ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ ପିଟ୍ରୋଡାଙ୍କୁ ରାଜ୍ୟର ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିବା ବେଳେ ବିଜେପି ଉଠାଇଛି ପ୍ରଶ୍ନ । ଅଭିଯୋଗ କରିିଛି, ସୋନିଆ ଓ ନବୀନଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିବେ ସାମ୍ ପିଟ୍ରୋଡା ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –