ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗିବା ଘଟଣା : ଏତଲା ଦେଲେ ସଂପୃକ୍ତ ୪ ବିଜେଡି ବିଧାୟକ

23

ବିଜେପି ପରେ ବିଜେଡି ବିଧାୟକ ଦେଲେ ଏତଲା । ଷ୍ଟିଂଗ କରିଥିବା ବ୍ୟକ୍ତି ବିରୋଧରେ ଏତଲା ଦେଇଛନ୍ତି ବିଜେଡିର ୪ ଜଣ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି । ୪ ବିଜେଡି ବିଧାୟକ ସୀମାରାଣୀ ନାୟକ, ସୁଶାନ୍ତ ବେହେରା, ଅନାମ ନାୟକ ଓ ବିଜୟ ନାୟକଙ୍କ ପକ୍ଷରୁ ଏନେଇ ଏତଲା ଦିଆଯାଇଛି । ଆଜି ବିଜେପି ପକ୍ଷରୁ ୪ ଜଣଙ୍କ ନାଁରେ କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଥିଲା।