କନକ ବ୍ୟୁରୋ : କାନସାସ୍ ଗୁଳିକାଣ୍ଡ ନେଇ ଲୋକସଭାରେ କ୍ଷୋଭ ପ୍ରକାଶ କରିଛନ୍ତି ଭର୍ତୃହରି ମହତାବ । ଆମରିକାରେ ବର୍ଣ୍ଣବୈଶମ୍ୟ ଘୃଣା ଉତ୍କଟ ହେଉଛି ବୋଲି ଭର୍ତୃହରି କହିଛନ୍ତି । ଏହାସହ  ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ସରକାରଙ୍କୁ ଜବାବ ମାଗିଛନ୍ତି  ।