ରାମ-ସୀତାଙ୍କୁ ଅଶ୍ଳୀଳ କମେଣ୍ଟ ପ୍ରସଙ୍ଗ : ଭଦ୍ରକରେ ଜଳୁଛି ସାଂପ୍ରଦାୟିକ ନିଆଁ

205

କନକ ବ୍ୟୁରୋ : ଅଶାନ୍ତ ଭଦ୍ରକ । ପରିସ୍ଥିତି ଅଣାୟତ । ରାମ-ସୀତାଙ୍କୁ ଅଶ୍ଳୀଳ କମେଣ୍ଟ ପ୍ରସଙ୍ଗରେ ଭଦ୍ରକରେ ଜଳୁଛି ସାଂପ୍ରଦାୟିକ ନିଆଁ । ବିଭିନ୍ନ ସ୍ଥାନରେ ଦୋକାନ ଘର ଭଙ୍ଗାରୁଜା । ପୁଲିସ ଗାଡି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ ।

ଦେଖନ୍ତୁ ଏହି ଭିଡିଓ –