ପୋଲାଭରମ ପ୍ରକଳ୍ପକୁ ବିରୋଧ : ବ୍ରହ୍ମପୁରରେ ହରତାଳକୁ ଜୋରଦାର କରିଛି ବିଜେଡି

15

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁରରେ ହରତାଳକୁ ଜୋରଦାର କରିଛି ବିଜେଡି । ଦଳୀୟ ନେତା ଓ କର୍ମୀ ରେଳ ଧାରଣାର ଠିଆ ହୋଇ କେନ୍ଦ୍ର ବିରୋଧୀ ନାରାବଜି ଦେବା ସହ ରେଳରୋକ କରିଛନ୍ତି । ପୋଲାଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟାତା ଦେବାକୁ ବିରୋଧ କରି ଆନ୍ଦୋଳନକାରୀ ପିକେଟିଂ କରି ଦୋକାନ ବଜାର ସବୁ ବନ୍ଦ କରିଛନ୍ତି ।