ଭୁବନେଶ୍ୱର : ସିଆରପି ଛକ ନିକଟରେ ମହିଳାଙ୍କଠାରୁ ଲୁଟ୍

25

କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ଭୁବନେଶ୍ୱର ସିଆରପି ଛକ ନିକଟରେ ମହିଳାଙ୍କଠାରୁ ଲୁଟ୍ ହୋଇଛି । ସତ୍ୟନଗରରୁ ଏମମ୍ସ ଯାଉଥିବା ଜଣେ ଗର୍ଭବତୀ ମହିଳା ଲୁଟର ଶିକାର ହୋଇଛନ୍ତି  । କୁହୁଡିର ଫାଇଦା ଉଠାଇ ବ୍ଲାକ ପଲସରରେ ଆସି ୨ ଜଣ ଦୁର୍ବୃତ ମହିଳାଙ୍କ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ’ନେଇ ଥାନାରେ ଏତଲା ହେବା ପରେ କମିଶନରେଟ ପୁଲିସ ଛାନଭିନ୍ ଆରମ୍ଭ କରିଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :