ଭୁବନେଶ୍ୱର : ବାଙ୍କୁଆଳ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ

24

କନକ ବ୍ୟୁରୋ : ବାଙ୍କୁଆଳ ହତ୍ୟା ମାମଲାରେ କମିଶନରେଟ ପୁଲିସକୁ ମିଳିଛି ସଫଳତା । ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ବଳିଆ ଓ କାହ୍ନାଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି । ବାଙ୍କୁଆଳରେ ତିନି ଦିନ ତଳେ ଚା’ପିଇବା ବେଳେ ବଚସାକୁ ନେଇ ହତ୍ୟାକାଣ୍ଡ ଘଟିଥିଲା । ଏ’ନେଇ ପୁଲିସରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :