ବଲାଙ୍ଗିର ଜେଲରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ଅଭିଯୋଗ

21

ବଲାଙ୍ଗିର : ଜେଲରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜେଲରେ ବିଚାରଧୀନ କଏଦୀ ଭାବେ ରହୁଥିବା ସତ୍ୟ ମଲ୍ଲିକଙ୍କର ମୃତ୍ୟୁ ହୋଇଛି । ସେ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଗଲା କିଛି ଦିନ ହେବ ସେ ଅସୁସ୍ଥ ଥିଲେ ।

ତେବେ ଚିକିତ୍ସା ଅବହେଳାରୁ ସତ୍ୟଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ପରିବାର ଲୋକଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଜେଲ କର୍ତୃପକ୍ଷ । ସତ୍ୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜେଲ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –