ଦେଶପ୍ରେମରେ ହାରିଗଲା ରାଜନୀତି ଯୁଦ୍ଧ : ମୋଦିଙ୍କୁ ସାଲ୍ୟୁଟ୍ କଲେ କେଜ୍ରିୱାଲ୍

32

ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ବିରୋଧୀ ନେତା ପରସ୍ପରକୁ ସମର୍ଥନ କରିବାର ନଜିର୍ ବହୁତ କମ୍ ଦେଖିବାକୁ ମିଳେ। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ତୁ ତୁ ମେଁ ମେଁ ତ ସବୁବେଳେ ଲାଗି ରହିଥାଏ । ସବୁକଥାରେ ଅରବିନ୍ଦଙ୍କ ଟାର୍ଗେଟରେ ଥାଆନ୍ତି ମୋଦି । କିନ୍ତୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ନରମି ଯାଇଛନ୍ତି କେଜ୍ରିୱାଲ୍ । ମୋଦିଙ୍କୁ କରିଛନ୍ତି ସାଲ୍ୟୁଟ୍ । ଆଉ ମୋଦିଙ୍କ ସହ ସେ ଅଛନ୍ତି ବୋଲି କହିଛନ୍ତି ।

ଭାରତ ଓ ପାକିସ୍ଥାନ ଭିତରେ ବର୍ତମାନ ଏକପ୍ରକାର ଶୀତଳ ଯୁଦ୍ଧ ଓ ଛକାପଂଝା ଲାଗିରହିିଥିବାବେଳେ କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ନିଶ୍ଚିତ ଭାବେ ଏକ ଏକତାର ପ୍ରମାଣ । କାହିଁକି ନା ସବୁ ପରେ ବି ନେତାଟିଏ ଭାରତୀୟ।