ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଅବସରରେ ଅନୁଗୁଳରେ ରାଜ୍ୟସ୍ତରୀୟ ସାଇକେଲ ଶୋଭାଯାତ୍ରା

21

କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରା ଅନୁଗୁଳରୁ ଆରମ୍ଭ ହୋଇ ପାରାଦୀପ ପର୍ଯ୍ୟନ୍ତ ଯିବ । ଅନୁଗୁଳ ବିଜୁ ମୈଦାନରୁ ଆଜି ଏହି ଶୋଭାଯାତ୍ରାର ଶୁଭାରମ୍ଭ ହେବ ।

ରାଜ୍ୟ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ଓ ଅନୁଗୁଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –