ସେବାୟତଙ୍କ ଅନୁଭବ ଯାତ୍ରା ! ୧୪ ଦିନିଆ ଉତ୍ତର ଭାରତ ଭ୍ରମଣରେ ପୁରୀ ସେବାୟତ

27

କନକ ବ୍ୟୁରୋ : ଶୃଙ୍ଖଳା ଶିଖିବେ ସେବାୟତ । ଉତର-ଭାରତର ୧୪ ଦିନିଆ ଅନୁଭବ ଯାତ୍ରାରେ ଯାଇଛନ୍ତି ପୁରୀ ସେବାୟତ । ଚତୁର୍ଥ ଥର ପାଇଁ ସେବାୟତ ଏହି ଅନୁଭବ ଯାତ୍ରାରେ ଯାଇଛନ୍ତି । ପୁରୀ ନୀଳାଚଳ ଏକ୍ସପ୍ରେସରେ ଯାଇଛନ୍ତି ୬୪ ସେବାୟତ । ଏମାନଙ୍କ ସହ ଅଛନ୍ତି ୨ ଜଣ ଶ୍ରୀମନ୍ଦିର କର୍ମଚାରୀ ।

ଏହି ସେବାୟତମାନେ ତ୍ରିବେଣୀ ସଂଗମ, ଆହ୍ଲାବାଦ, ବାରଣାସୀ, ଅଯୋଧା, ହରିଦ୍ୱାର, ଅମୃତସର, ଜମ୍ମୁ, ବୈଷ୍ଣଦେବୀ, ମଥୁରା ଓ ଆଗ୍ରା ଯାଇ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ମନ୍ଦିର ଦର୍ଶନ କରିବୋ ମୁଖ୍ୟତଃ ମନ୍ଦିରମାନଙ୍କର ପୂଜାବିଧି, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଶିକ୍ଷାଲାଭ କରିବେ ସେବାୟତ