ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରୁ ୫ଲକ୍ଷ ଟଙ୍କା ଲୁଟ୍

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଅଂଚଳରୁ ଲୁଟ୍ । ୧୦ ଟଙ୍କିଆ ନୋଟ୍ ପକାଇ ୫ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ ।