ଇଣ୍ଡିଆନ ଆଇଡଲ ଫେମ ନାହିଦ ଆଫରିନଙ୍କ ବିରୋଧରେ ଜାରି ହୋଇଥିବା ଫତୱାକୁ ବିରୋଧ କରିଛନ୍ତି ବାଙ୍ଗଲାଦେଶୀ ଲେଖିକା ତସଲୀମା ନସରିନ । ନାହିଦକୁ ସମର୍ଥନ ଜଣାଇବା ସହ କଠୋରପନ୍ଥୀଙ୍କ ଆଗରେ ମୁଣ୍ଡ ନ ନୁଆଇଁ ଗୀତ ଗାଇବା ଜାରି ରଖିବାକୁ ସେ ଟୁଇଟରରେ ଅହ୍ୱାନ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେ କୌଣସି ଧର୍ମ ବ୍ୟକ୍ତିକୁ ବଂଚିବା ଶିଖାଇଥାଏ । କିନ୍ତୁ କିଛି କଠୋରପନ୍ଥୀ ମୌଲବୀ ଜଣେ ଛୋଟ ଝିଅର ସ୍ୱପ୍ନକୁ ଭାଙ୍ଗି ଯେଉଁଭଳି ଫତୱା ଜାରି କରିଛନ୍ତି, ଏମାନଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି ।