ମାଲକାନଗିରି ସୀମା ବିଜାପୁରରେ ଏନକାଉଂଟର : ୪ ମାଓବାଦୀ ମୃତ

10

ମାଲକାନଗିରି : ମାଲକାନଗିରି ସୀମା ବିଜାପୁରରେ ଏନକାଉଂଟର । ଏନକାଉଂଟରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତୁମରେଲରେ କମ୍ବିଂ ବେଳେ ଯବାନଙ୍କ ଗୁଳିମାଡରେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମାଓବାଦୀ ହେଲେ ପାମେଡ ଏରିଆ କମିଟି ସଦସ୍ୟ । ତେବେ ଘଟଣା ସ୍ଥଳରୁ ୪ଟି ବନ୍ଧୁକ, ବୋମା ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ବସ୍ତର ଏସପି ଏନେଇ ସୂଚନା ଦେଇଛନ୍ତି ।