Daily Archives

December 13, 2018

ଲୋକ ଗରିବ, ନେତା କୋଟପତି! ମିଜୋରାମର ୯୦ ପ୍ରତିଶତ ନବ ନିର୍ବାଚିତ ବିଧାୟକ କୋଟିପତି

ସଜ ସଜ ଏବେ ମିଜୋରାମରେ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଶାସକ କଂଗ୍ରେସକୁ ହଟାଇ ଏମଏନଏଫ ସରକାର ଗଢିବାକୁ ଯାଉଛି । ତେବେ ମିଜୋରାମ ବିଧାୟକଙ୍କୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ମିଜୋରାମ ବିଧାନସଭା ପାଇଁ ନବ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୯୦ ପ୍ରତିଶତ…

ସାହିଦ କପୁରଙ୍କ ସହ କାମ କରିସାରିଥିବା ଅଭିନେତା ବନିଲା ଆତଙ୍କବାଦୀ । ସେନା ସହ ଏନକାଉଣ୍ଟରରେ ହେଲା ମୃତ୍ୟୁ

ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ହାଇଦର’ ରେ କେମିଓ କରୁଥିବା ନଜର ଆସିଥିବା ଏକ କାଶ୍ମୀରୀ ଯୁବକ ସାକିବ ବିଲାଲ ସେନା ଦ୍ୱାରା ନିହତ ହୋଇଛି । ଏହି ଅଭିନେତା ଆତଙ୍କବାଦୀ ବନିଯାଇଥିଲା ଓ ଲସ୍କର-ଏ-ତୈବା ଆତଙ୍କବାଦୀ ସଂଗଠନ ସହିତ ମିଶିଥିଲା । ସାହିଦ କପୁରଙ୍କ ସହ କାମ କରିସାରିଥିବା ସାକିବ ଜଣେ…

ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା ! ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଚାଲିବ ପରୀକ୍ଷା, ଜାଣନ୍ତୁ +୨ ପରୀକ୍ଷା…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ୨୦୧୯ ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା । ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ଯାଏଁ ଚାଲିବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦା ମୂଳକ ଶିକ୍ଷାର ଥିଓରୀ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେବ । ତେବେ ଥିଓରୀ ପୂର୍ବରୁ ସରିବ…

କେମିତି ଅଛି ରାତିରେ ମଣ୍ଡି? : ଶୀତ କାକରରେ ମଣ୍ଡିରେ ଧାନ ଜଗିଛି ଚାଷୀ, ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍

କନକ ବ୍ୟୁରୋ : ଚାଷୀ ଆଉ ସମସ୍ୟା ଯେମିତି ଅଙ୍ଗା ଅଙ୍ଗି ଭାବେ ଜଡିତ । ଚାଷ ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥିବା ଚାଷୀ ଫସଲ ଅମଳ ପରେ ମଧ୍ୟ ହିନସ୍ତା ହେଉଛନ୍ତି । ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ରାତି ଅନିଦ୍ରା ହେଉଛନ୍ତି କଟକ ବାଙ୍କି ବ୍ଲକର ଚାଷୀ । ଖୋଲା ଆକାଶ ତଳେ…

ଛତିଶଗଡରେ ବିଜେପି ଶାସନ ଗାଦିରୁ ହଟିବା ପରେ ବଢିଲା ମହାନଦୀ ଆଶା : ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ଜନତା ଓ ଓଡ଼ିଶା…

କନକ ବ୍ୟୁରୋ : ଛତିଶଗଡରେ ବିଜେପି ଶାସନ ଗାଦିରୁ ହଟିବା ପରେ ବଢିଲା ମହାନଦୀ ଆଶା । ମହାନାଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ଜନତା ଓ ଓଡ଼ିଶା ଜନତାକୁ ଏକାଠି ବସାଇ ବିଚାର କରିବେ କଂଗ୍ରେସ ହାଇକମାଣ୍ଡ ରାହୁଲା ଗାନ୍ଧୀ । ଆଜି ସମ୍ବଲପୁରରେ ଏମିତି କହିଛନ୍ତି ଜାତୀୟ କଂଗ୍ରେସ ସମ୍ପାଦକ…

କନିଷ୍ଠଙ୍କ ଉପରେ ଭାରି ପଡିଲେ ବରିଷ୍ଠ ! ମଧ୍ୟପ୍ରଦେଶରେ କମଳନାଥ ଓ ରାଜସ୍ଥାନରେ ଗେହଲଟଙ୍କ ନାଁରେ ରାହୁଲ ମୋହର…

କନକ ବ୍ୟୁରୋ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କମଳନାଥ । କମଳନାଥଙ୍କ ନାଁ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋହର ମାରିଥିବା ସୂଚନା ମିଳିଛି । ସନ୍ଧ୍ୟାରେ ଭୋପାଳରେ ବସିବାକୁ ଥିବା ବିଧାୟକ ଦଳ ବୈଠକରେ କମଳନାଥଙ୍କ ନାଁ ଔପଚାରିକ ଭାବେ ଘୋଷଣା କରାଯାଇପାରେ ବୋଲ ଜଣାପଡିଛି…