କନକ ବ୍ୟୁରୋ : ସୁଙ୍କି ବିସ୍ଫୋରଣ ଘଟଣା ପଛରେ ୨ ମାଓ ସଂଗଠନର ସମ୍ପୃକ୍ତି । ସୁଙ୍କି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ୨ ମାଓ ସଂଗଠନର ହାତ ଥିବା ସନ୍ଦେହ କରାଯାଉଥିବା ଡିଜିପି ସୂଚନା ଦେଇଛନ୍ତି । ପଟାଙ୍ଗୀ ଓ ନାରାୟଣପାଟଣାର ୨ଟି ମାଓ ସଂଗଠନ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି । ଏବଂ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp