୬ଟି କୋଠି.୨୫୦ଝିଅ ଓ ଦୈନିକ ରୋଜଗାର ୧୦ଲକ୍ଷ : ଦେଖନ୍ତୁ ଜଣେ ଦେହ ଦଲାଲର ରହସ୍ୟମୟ କାରନାମା

330

afaq-and-saira-hussain-sex-racket_650x400_51472566175ଏମିତିତ ସେକ୍ସ ରାକେଟଙ୍କ କାହାଣୀ ପ୍ରତିଦିନର ଖବରର ଶିରୋନାମା ପାଲଟୁଛି । କିନ୍ତୁ ଏମିତି ଏକ ସେକ୍ସ ରାକେଟର ସେକ୍ସ କାରବାରର ଖୁଲାସା ଦିଲ୍ଲୀ ପୁଲିସ କରିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଲୀର ରେଡ ଲାଇଟ୍ ଏରିଆ ,ଜିବି ରୋଡରେ ଥିବା ୬ଟି କୋଠିର ମାଲିକ ଆଫାକ ହୁସେନ ଓ ତାଙ୍କ ସ୍ତ୍ରୀ ସାୟରାଙ୍କୁ ପୁଲିସ ଗିରଫ କରିଛି । ଏହାସହ ଏହି ଦେହ ଦଲାଲର ସେକ୍ସ କାରବାରର ବଡ ଖୁଲାସା ହୋଇଛି । ୬ କୋଠିରେ ୪୦ଟି ରୁମ୍ ଏବଂ ସେଥିରେ ରହି ସେକ୍ସ କାରବାରରେ ଲିପ୍ତ ଅଛନ୍ତି ୨୫୦ ଝିଅ ।

silent-journoକ୍ରାଇମବ୍ରାଂଚର ସୂଚନାନୁସାରେ ଆଫାକ୍ ଓ ତାଙ୍କ ପତ୍ନୀ ଦିଲ୍ଲୀର ଜିବି ରୋଡରେ ଖୁମଲଖୁଲା ଭାବେ ଚଳେଇଲେ ଏହି କାରବାର । ସେମାନଙ୍କର ପ୍ରତିଦିନର ରୋଜଗାର ଥିଲା ୧୦ଲକ୍ଷ । ନିଜର କୋଠି କରି ଦେଶର ବିଭିନ୍ନ ରାଜ୍ୟରୁ ଝିଅଙ୍କୁ ଆଣି ଦେହ ବେପାର କରୁଥିଲା ଆଫାକ୍ ଅଧିକାଂଶ ଝିଅ ପଶ୍ଚିମବଙ୍ଗ , ଝାଡଖଣ୍ଡ ,ନେପାଳ ବାହାରରୁ ନେଉଥିଲେ ଆଫାକ୍ । ସେହି କୋଠିରେ ଝିଅମାନଙ୍କ ସବୁ କିଛି ବୁଝୁଥିଲେ ସିନିୟର ମହିଳାମାନେ । ଆଫାକର ଡ୍ରାଇଭର ରମଶେ ପଣ୍ଡିତ ଝିଅଙ୍କର ଆୟର ହିସାବ ରଖୁଥିଲା ।

sex-racketକ୍ରାଇମବ୍ରାଂଚ ଆଫାକ୍ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା ସୂଚନା ଅନୁସାରେ ଏବେ ସେମାନେ ରିମାଣ୍ଡରେ ଅଛନ୍ତି । ଏମାନଙ୍କ ଆଉ ୬ଜଣଙ୍କୁ ପୁଲିସ ମଧ୍ୟ ଗିରଫ କରିଛି । ଏହି କୋଠିର ମ୍ୟାନେଜର ଫେରାର ଅଛନ୍ତି । ଶୁଣିବାକୁ ମିଳୁଛି ଦିଲ୍ଲୀ ଓ ଏନସିଆର୍ ଅଂଚଳରେ ଏମାନଙ୍କର ଅନେକ ସଂପତି ଏବଂ ଧିରେ ଧିରେ ପୁଲିସ ହାତରେ ସେକ୍ସ ରାକେଟର ସବୁ କାରନାମାର ଠିକଣା ମିଳିବାରେ ଲାଗିଛି ।

ଏହା ସହ ମଧ୍ୟ ଦେଖନ୍ତୁ –ପ୍ରଥା ଆଳରେ ଝିଅଙ୍କୁ ବିକାଯାଏ ହାଟରେ : ୧୦ଟଙ୍କାରୁ ୧୦୦ଟଙ୍କା ଷ୍ଟାମ୍ପ ପେପରରେ ହୁଏ ମୂଲଚାଲ