ପୂଜା ପାଇଁ ପ୍ରସ୍ତୁତ ହେଉଛି ‘ବେବି’

161

source-.blogspot.com/

ଦୁର୍ଗାପୂଜା ଅବସରରେ ପରଦାକୁ ଆସିବାକୁ ଯାଉଛି ନୂଆ ଓଡିଆ ଫିଲ୍ମ ବେବି । ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ନାୟିକା ସାଜିବେ ଚୁଲବୁଲି ବଙ୍ଗୀୟ ସୁନ୍ଦରୀ ଝିଲିକ୍ ।

ଜଗା ହାତରେ ପଘା , ଅଗସ୍ତ୍ୟ ପରେ ତୃତୀୟ ଥର ପାଇଁ ପୁଣି ଝିଲିକ୍ ସ୍କ୍ରିନ୍ ରୋମାନ୍ସ କରିବେ ଅନୁଭବଙ୍କ ସହ । ପ୍ରସ୍ତୁତି ପଥେ ଓଡିଆ ଫିଲ୍ମ ବେବିକୁ ନେଇ ଝିଲିକ୍ ଖୁବ୍ ଖୁସି । ପିଲାଟା ବିଗିଡି ଗଲା ଫେମ୍ ପ୍ରଯୋଜିକା ପୂଜା ଭରାଲେୱାଲା ଏହି ଫିଲ୍ମର ପ୍ରଯୋଜନା କରିଥିବା ବେଳେ , ନିର୍ଦ୍ଦେଶନାରେ ଅଛନ୍ତି କେ.ମୂରଲୀକୃଷ୍ଣ। ଆଗାମୀ ପୂଜାରେ ରିଲିଜ ହେବ ବେବି। ସେତେବେଳଯାଏ ଦର୍ଶକଙ୍କୁ ଫିଲ୍ମ ବେବି ପାଇଁ ଅପେକ୍ଷା କରିବାକୁ ପଡିବ ।