ରଥଯାତ୍ରା ସମୟରେ ଆଉ ଏକ ଅଘଟଣ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଉଡିଗଲା ବାନା

64

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ରଥଯାତ୍ରା ସମୟରେ ଦେଖିବାକୁ ମିଳିଛି ଆଉ ଏକ ଅଘଟଣ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଉଡିଗଲା ବାନା । ରଥରେ ଲାଗିଥିବା ବାନା ଆଜି ହଠାତ ଉଡି ଯାଇଥିବା ଦେଖିବାକୁ ମିଲିଥିଲା । ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଭକ୍ତଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ନେତ ବାନ୍ଧିଥିବା ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ଭକ୍ତ ।

ଏହା ସହ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ : ଦଳାଚକଟାରେ ୧୦ରୁ ଅଧିକ ଗୁରୁତର