Browsing Category

ଦେଶ ବିଦେଶ

ହିମାଚଳରେ ବର୍ଷା ପରେ ଜଳପ୍ରଳୟ, ଭୂସ୍ଖଳନରେ ୩ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ।

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । କାଙ୍ଗଡା ଅଞ୍ଚଳରେ ବ୍ରିଟିଶ ସମୟର ଏକ ରେଳ ବ୍ରିଜ ଭାଙ୍ଗିଯାଇଛି । ସେହିଭଳି ମଣ୍ଡିରେ ମଧ୍ୟ ଗୋଟିଏ ପରିବାର ଉପରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁ ଗୋହର ଗାଁରେ ଗାଁ ମୁଖିଆଙ୍କ ଘର…
Read More...

‘୨୦୨୪ ନିର୍ବାଚନ: ମୋଦୀ-କେଜ୍ରିୱାଲ ଟକ୍କର’ । ସିବିଆଇ ରେଡ୍ ପରେ ମନୀଷ ସିସୋଦିଆଙ୍କ ଦୃଢୋକ୍ତି ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଏବେ ଗୋଟିଏ ଚିନ୍ତା । ତାଙ୍କ ଦଳ ବ୍ୟତୀତ ଯଦି ଅନ୍ୟ କୌଣସି ଦଳର ସରକାର ଉନ୍ନତି କରୁଛି ତାକୁ କିପରି ଇଡି , ସିବିଆଇ ଡର ଦେଖାଇ ତଳିତଳାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ମୋଦୀ । କିନ୍ତୁ ଆମେ ଭଗତ ସିଂଙ୍କ ଅନୁଗତ । କାହାରି ଧମକକୁ ଡରିବୁ ନାହିଁ । ଦେଶ…
Read More...

ରାଧାକୃଷ୍ଣଙ୍କ ଫଟୋଚିତ୍ରକୁ ନେଇ ରାଗିଗଲେ ୟୁଜର୍ସ, ଟ୍ୱିଟରରେ ଟ୍ରେଣ୍ଡ କରୁଛି ଆମାଜନ ବଏକଟ।

କନକ ବ୍ୟୁରୋ: ଇ-କମର୍ସ କମ୍ପାନୀ ଆମାଜନର କିଛି ଉତ୍ପାଦକୁ ନେଇ ଅନେକ ଥର ବିରୋଧର ସାମ୍ନାକରିବାକୁ ପଡିଛି । କେତେବେଳେ କେଉଁ ରାଜ୍ୟର ପତାକା ତ କେତେବେଳେ ଇଶ୍ୱର ଏବଂ ଦେବତାଙ୍କ ସମ୍ବନ୍ଧୀୟ ଉତ୍ପାଦକୁ ନେଇ ଆମାଜନ ବଏକଟର ନାରା ମଧ୍ୟ ଦେଖିବାକୁ ମିଳିଛି । ପୁଣିଥରେ ସାମାଜିକ ଗଣମାଧ୍ୟମରେ…
Read More...

ଭାରତୀୟ ମହିଳା କ୍ରିକେଟ ଟିମରୁ ଅବସର ନେବେ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ, ଜାଣନ୍ତୁ କାହା ସହ ଖେଳିବେ ଶେଷ ମ୍ୟାଚ୍

କନକ ବ୍ୟୁରୋ : ଭାରତୀୟ ମହିଳା କ୍ରିକେଟ୍ ଟିମର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ନିଜର ଅବସର ନେଇ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ଲଡର୍ସ ଠାରେ ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଇଂଲଣ୍ଡ ସହ ଖେଳିବା ପରେ ଅବସର ନେବେ ବୋଲି କହିଛନ୍ତି । ଝୁଲଣ ଦୀର୍ଘ ୨୦ ବର୍ଷ ହେବ ଭାରତୀୟ ମହିଳା…
Read More...

ସିବିଆଇ ଚଢାଉ ପରେ ପ୍ରେସମିଟ କଲେ ମନିଶ ସିସୋଦିଆ । କହିଲେ, ୨ରୁ ୪ ଦିନ ଭିତରେ ମୋତେ ଗିରଫ କରାଯାଇପାରେ ।

କନକ ବ୍ୟୁରୋ: ଦିଲ୍ଲୀର ନୂଆ ଅବକାର ନୀତିକୁ ନେଇ କଥିତ ଦୁର୍ନୀତି ମାମଲାରେ ସିବିଆଇ ଚଢାଉ କରିଛିା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଘରେ ରେଡର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏବଂ ବିଜେପି ଉପରେ ବର୍ଷିଛନ୍ତି ସିସୋଦିଆ । ଶନିବାର ପ୍ରେସମିଟ କରି ସେ କହିଛନ୍ତି, ଅରବିନ୍ଦ…
Read More...

ରାଜସ୍ଥାନ ପରେ ଉତ୍ତର ପ୍ରଦେଶରୁ ପୁଣି ଆସିଲା ଜଣେ ଶିକ୍ଷକଙ୍କ ବର୍ବରତା, ମାତ୍ର ୨୫୦ ଟଙ୍କା ଫିସ୍ ନଦେଇ ପାରିବାରୁ…

କନକ ବ୍ୟୁରୋ : ରାଜସ୍ଥାନର ଶିଶୁ ମନ୍ଦିର ଛାତ୍ର ଇନ୍ଦ୍ରଜିତଙ୍କୁ ମୁନ୍ଦେ ପାଣିପାଇଁ ପିଟି ପିଟି ହତ୍ୟା କରଗଲା । ଏହା ପୁଣି ଅନ୍ୟ କେହି ନୁହେଁ ବରଂ ସେହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଦ୍ୱାରା । ଏଖବରକୁ ନେଇ ରାଜସ୍ଥାନ ବିଜେପି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଘେରିଥିବା ବେଳେ ଖୁଦ୍…
Read More...

ଭାରତ-ପାକିସ୍ତାନ ମ୍ୟାଚ ପାଇଁ ନକଲି ଟିକେଟ । ଦୁବାଇ ଷ୍ଟାଡିୟମରେ ବଢିଲା ସୁରକ୍ଷା, ନକଲି ଟିକେଟ ଧରିବାକୁ ନୂଆ…

କନକ ବ୍ୟୁରୋ : ଚଳିତମାସ ଶେଷ ଆଡକୁ ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଉ ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏପରିକି ଏହି ମ୍ୟାଚର ଟିକେଟ ଖଣ୍ଡକ ପାଇଁ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନାହାନ୍ତି । ମାତ୍ର…
Read More...

ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ୨୬/୧୧ ଭଳି ଆକ୍ରମଣ ସମ୍ଭାବନା

କନକ ବ୍ୟୁରୋ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । କାରଣ, ଏଠାରେ ମୁମ୍ବାଇ ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଛି ଧମକପୂର୍ଣ୍ଣ ମେସେଜ୍ । ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୋଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ…
Read More...

ହିମାଚଳପ୍ରଦେଶରେ ବର୍ଷା ତାଣ୍ଡବ । ଧସିଲା ପାହାଡ, ମାଟିତଳେ ଦବିଗଲେ ଗୋଟିଏ ପରିବାରର ୭ଜଣ

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଶୁକ୍ରବାର ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲା ତାଣ୍ଡବ ରଚିଛି ବର୍ଷା । ଗତକାଲି ବିଳମ୍ବିତ ରାତିରେ ମଣ୍ଡି ଜିଲ୍ଲାର ଗୋହର ଉପଡିଭିଜନର ପଞ୍ଚାୟତ କାଶାନର ଜାଡନ ଗାଁରେଏକ…
Read More...

ଆଜି ଜାତୀୟ ସଦଭାବନା ଦିବସ । ଶାନ୍ତି ଏକତା ପାଇଁ ଦିନଟିଏ

କନକ ବ୍ୟୁରୋ: ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ଦେଶବ୍ୟାପୀ ପାଳନ କରାଯାଉଛି ସଦଭାବନା ଦିବସ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ୨୦୦୮ ମସିହାଠାରୁ ସଦଭାବନା ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଏହି ଦିବସ ପାଳିତ ହୋଇଆସୁଛି ।…
Read More...