Browsing Category

ଦେଶ ବିଦେଶ

ଏନପିଏ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବ ଆରବିଆଇ !

ନନ୍‌ ପରଫରମିଙ୍ଗ ଆସେଟ୍‌ (ଏନପିଏ)କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଗାମୀ ଦିନରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଶିଳ୍ପ ଚାମ୍ବର ଆସୋଚାମ୍‌ ଆକଳନ କରିଛି । ବ୍ୟାଙ୍କଗୁଡ଼ିକର ୮ ଲକ୍ଷ କୋଟି ଟଙ୍କାର ଏନପିଏ ସମସ୍ୟାର ସମାଧାନ ୨୦୧୯ ମାର୍ଚ ସୁଦ୍ଧା କରାଯାଇପାରେ ବୋଲି ଆସୋଚାମ୍‌…
Read More...

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ !

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଏହି ଅଧିବେଶନକୁ କିପରି ସୁରୁଖୁରୁରେ ଶେଷ କରାଯିବ ସେନେଇ ଆଲୋଚନା ହୋଇଛି । ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ । ବୈଠକରେ ଗୋରକ୍ଷା ଓ…
Read More...

ଆଜିଠୁ ପାର୍ଲାମେଂଟର ମୌସୁମୀ ଅଧିବେଶନ ! ମଧ୍ୟପ୍ରଦେଶ ଚାଷୀ, କଶ୍ମୀର ଓ ୟୁପି ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ…

କନକ ବ୍ୟୁରୋ : ଆଜି ଠାରୁ ସଂସଦରେ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ । ଏହା ଅଧିକ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିରୋଧୀ ଦଳ ଏଥର ସରକାରଙ୍କୁ ଘେରିବାକୁ ମିଳିତ ରଣନୀତି ପ୍ରସ୍ତୁତ କରିଛି । ସବୁ ବିରୋଧୀ ଦଳ ଏକଜୁଟ ହୋଇ ସରକାର ଉପରେ ହମଲା କରିବାକୁ ବିରୋଧୀ ଦଳ ଚାଷୀ, ବେରୋଜଗାର,…
Read More...

ବହୁଚର୍ଚ୍ଚିତ ପାନାମା ଗେଟ୍ ମାମଲା ! ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ସଂପୃକ୍ତି ନେଇ ଆଜି ଶୁଣାଣି କରିବେ…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାନାମା ଗେଟ୍ ଖୁଲାସାରେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ସଂପୃକ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ । ୬ ଜଣିଆ ଜଏଂଟ୍ ଇନଭେଷ୍ଟିଗେସନ୍ ଟିମ୍, ଜେଆଇଟିର ରିପୋର୍ଟ ଆଧାରରେ ଏହି ଶୁଣାଣି ହେବ । ସରିଫଙ୍କ ସହ ତାଙ୍କ ପରିବାର ବିରୋଧରେ…
Read More...

ଆଜି ରାଷ୍ଟ୍ରପତି ନିର୍ବାଚନ ! ସମସ୍ତ ପ୍ରସ୍ତୁତି ଶେଷ(ରାମନାଥ କୋବିନ୍ଦ ବନାମ ମୀରା କୁମାର)

କନକ ବ୍ୟୁରୋ : ଦେଶର ୧୪ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ମୁକାବିଲା ହେବ । ନିର୍ବାଚନ କମିସନ ଆଜି ହେବାକୁ ଥିବା ଭୋଟିଂ ପାଇଁ ସମସ୍ତ…
Read More...

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ! ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେଇ ଦ୍ୱନ୍ଦ୍ୱରେ ବିଜେଡି

କନକ ବ୍ୟୁରୋ : ଆସନ୍ତାକାଲି ରାଷ୍ଟ୍ରପତି ର୍ନିବାଚନ । ହେଲେ ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ଦ୍ୱନ୍ଦ୍ୱରେ ବିଜେଡିି । ଉପରାଷ୍ଟ୍ରପତି ପଦ ପାଇଁ ୟୁପିଏ, ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ…
Read More...

ଆଜି ବିଶ୍ୱ ସାପ ଦିବସ ! କାହିଁକି ପାଳନ ହୁଏ ଏହି ଦିନ ଏବଂ ସାପ ମାନଙ୍କୁ ନେଇ ଜାଣନ୍ତୁ କିଛି ଅଜଣା କଥା

ଆଜି ବିଶ୍ୱ ସାପ ଦିବସ । ସାପ ମାନଙ୍କ ପ୍ରତି ନିଜ ସ୍ନେହ ଦେଖାଇବା ପାଇଁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ପ୍ରକାର ଆୟୋଜନ କରିଥାନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ସାପ ମାନଙ୍କୁ କ୍ଷତି ନପହଂଚାଇବା ପାଇଁ ସଚେତନତା ସୃଷ୍ଟି କରିବା । ସାପ ମାନଙ୍କୁ ଦେଖିବା କ୍ଷଣି ଭୟରେ…
Read More...

ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ଅଢ଼େଇ କୋଟି ଟପିଲା

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଜଙ୍ଗିପୁରଠାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨.୫ କୋଟିତମ ଗ୍ୟାସ୍ ସଂଯୋଗ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ରଘୁନାଥଗୁଞ୍ଜର ଗୌରୀ ଶଙ୍କରଙ୍କୁ ଏହି ଗ୍ୟାସ୍ ପ୍ରଦାନ ସଂଯୋଗ ପ୍ରଦାନ କରିଛନ୍ତି । ଏହି…
Read More...

ରାଷ୍ଟ୍ରପତି ନିର୍ବାଚନ ନେଇ ସପା ଦୁଇ ଭାଗ । ଶିବପାଲ କୋବିନ୍ଦଙ୍କ ସପକ୍ଷରେ ମୀରାଙ୍କୁ ଅଖିଳେଶଙ୍କ ସମର୍ଥନ

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ପୁଣି ଦୁଇ ଭାଗ ହୋଇଯାଇଛି । ଦଳ ସୁପ୍ରିମୋ ଅଖିଳେଶ ଯାଦବ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିବା ବେଳେ ଦାଦା ଶିବପାଲ ଯାଦବଙ୍କ ଗୋଷ୍ଠୀ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ…
Read More...

ସୋମବାରରୁ ମୌସୁମୀ ଅଧିବେଶନ ଆରମ୍ଭ

କନକ ବ୍ୟୁରୋ: ସୋମବାରଠାରୁ ଆରମ୍ଭ ହେବ ସଂସଦର ମୌସୁମି ଅଧିବେଶନ । ଯାହାକି ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିବେଶନକୁ ଆଗୁଆ ଆରମ୍ଭ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ରାଷ୍ଟ୍ରପତି ନିର୍ବାଚନ ଦିନ ହିଁ ମୌସୁମୀ ଅଧିବେଶନ…
Read More...