Browsing Category

ଦେଶ ବିଦେଶ

ଆମେରିକାରେ ଭାରତୀୟ ମହିଳାଙ୍କ ସହ ଭେଦଭାବ । ‘ମୁଁ ଭାରତୀୟଙ୍କୁ ଘୃଣା କରେ’ କହି ମାଡ ମାରିଲେ ଆମେରିକୀୟ ମହିଳା

କନକ ବ୍ୟୁରୋ: ଆମେରିକାରୁ ପୁଣି ସାମ୍ନାକୁ ଆସିଛି ସାମ୍ପ୍ରଦାୟିକ ଭେଦଭାବର ଆଉ ଏକ ଘଟଣା । ଇଂରାଜୀ କହିବାରେ ଭାରତୀୟ ଢାଞ୍ଚା ଥିଲା ବୋଲି ୪ଜଣ ଭାରତୀୟ ମହିଳାଙ୍କୁ ମାଡ ମାରିଲେ ଜଣେ ଆମେରିକୀୟ ମହିଳା । ଏହି ଘଟଣା ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଆଲୋଡନ ସୃଷ୍ଟି…
Read More...

ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ : ଗତକାଲି କେଜ୍ରିୱାଲଙ୍କ ବାସଭବନରେ ହୋଇଥିବା ବୈଠକରେ ଯୋଗ ଦେଇଥିଲେ ୫୩…

କନକ ବ୍ୟୁରୋ : ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଗତକାଲି କେଜ୍ରିୱାଲଙ୍କ ବାସଭବନରେ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ୫୩ ଜଣ ବିଧାୟକ । ତେବେ ରାଜଧାନୀ ଦିଲ୍ଲୀରେ ‘ଅପରେସନ ଲୋଟସ’ ନେଇ ରାଜନୈତିକ ହଟଚମଟ ଜାରି ରହିଛି । ଏହି ଲୋଟସ୍ ଅପରେସନ୍ ଫେଲ…
Read More...

ଦେଶରେ ଅକ୍ଟୋବରରୁ ଆରମ୍ଭ ହେବ ୫-ଜି ସେବା : ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କନକ ବ୍ୟୁରୋ : ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ ବୋଲି…
Read More...

ଆଜି ଅବସର ନେବେ ଜଷ୍ଟିସ ଏନଭି ରମଣା : ୧୬ମାସର କାର୍ଯ୍ୟକାଳ ଭିତରେ ଶୁଣାଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ ଏନଭି ରମଣାଙ୍କ କାର୍ଯ୍ୟକାଳ ସରୁଛି । ସୁପ୍ରିମକୋର୍ଟର ୪୮ ତମ ଚିଫ୍ ଜଷ୍ଟିସ ଭାବେ ସେ ଆଜି ଅବସର ନେବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ୧୬ ମାସର କାର୍ଯ୍ୟକାଳ ଭିତରେ ଜଷ୍ଟିସ ଏନଭି ରମଣା ଅନେକ…
Read More...

ରୁଷ ବିରୋଧରେ ଭୋଟ ଦେଲା ଭାରତ : ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ଭାରତର ସମର୍ଥନ;…

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ପରଠୁ ପ୍ରଥମ ଥର ପାଇଁ ଭାରତ ରୁଷ ବିରୋଧରେ ଭୋଟ ଦେଇଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନକୁ ସମର୍ଥନ କରିଛି ଭାରତ । ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ସଂକ୍ରାନ୍ତୀୟ ଏକ ପ୍ରକ୍ରିୟାଗତ ମତଦାନ ସମୟରେ ଭାରତ ରୁଷ ବିରୋଧରେ ଭୋଟ…
Read More...

କୋମାରୁ ଉଠିଲେ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ। ଅମିତାଭଙ୍କ ଅଡିଓ ଶୁଣିବା ପରେ ସ୍ୱାସ୍ଥ୍ୟାବସ୍ଥାରେ ଆସିଲା ସୁଧାର।

କନକ ବ୍ୟୁରୋ: ରାଜୁ ଉଠ.. ବହୁତ ହେଲା.. ଏବେ ବହୁତ କାମ କରିବାର ଅଛି.. ଏବେ ଉଠି ଯାଅ, ଆମ ସଭିଁଙ୍କୁ ହସିବା ଶିଖାଉ ଥାଅ.. । ଅସୁସ୍ଥ ଥିବା ଲୋକପ୍ରିୟ କମେଡିଆନ ରାଜ ଶ୍ରୀବାସ୍ତବଙ୍କୁ ଏଭଳି ଭଏସ ମେସେଜ୍ ପଠାଇଥିଲେ ବିଗ୍ ବି । ରାଜୁ ଦୀର୍ଘ ଦିନ ଧରି କୋମାରେ ଥିବା ବେଳେ ରାଜୁଙ୍କ…
Read More...

ଅକ୍ଟୋବର ସୁଦ୍ଧା ଦେଶରେ ଆରମ୍ଭ ହେବ ୫ଜି ସେବା । ଅଶ୍ୱିନୀ ବୈଷ୍ଣବ କହିଲେ, ୨-୩ ବର୍ଷରେ କୋଣଅନୁକୋଣରେ ପହଁଞ୍ଚିବ ସେବା…

କନକ ବ୍ୟୁରୋ: ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ…
Read More...

ବଢ଼ିଲା ହେମନ୍ତ ସୋରେନଙ୍କ ଅଡ଼ୁଆ, ବିପଦରେ ମୁଖ୍ୟମନ୍ତ୍ରୀ ପଦ

କନକ ବ୍ୟୁରୋ: ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏମଏମ୍-କଂଗ୍ରେସ ମେଣ୍ଟ ସରକାର ଉପରେ ଦେଖାଦେଇଛି ସଙ୍କଟର ବାଦଲ । ବେଇଆନ୍ ଖଣି ଖନନ ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭା ସଦସ୍ୟତା ବିପଦରେ ପଡ଼ିଛି । ନିର୍ବାଚନ କମିଶନ୍ ତାଙ୍କ ରାୟକୁ ରାଜଭବନ…
Read More...

ନୂଆମୋଡରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା। ମୃତ୍ୟୁ ପଛରେ ଷଡଯନ୍ତ୍ର ସନ୍ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିଜନ।

କନକ ବ୍ୟୁରୋ: ଘନଉଛି ଟିକ୍ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା । ଦିନ ଯେତିକି ଗଡୁଛି ସେତିକି ରହସ୍ୟଘେର ଭିତରକୁ ଠେଲି ହୋଇଯାଉଛି ମୃତ୍ୟୁ ମାମଲା । ସୋନାଲିଙ୍କ ମୃତ୍ୟୁ ଏକ ସ୍ୱ।।ସ୍ଥ୍ୟଗତ ସମସ୍ୟା ଅର୍ଥାତ ହୃଦଘାତ ଯୋଗୁଁ ହୋଇଥିବା କୁହାଯାଉଛି । ପ୍ରତ୍ୟେକ…
Read More...

ବିଜେପି-ଆପର ଶୀତଳ ଯୁଦ୍ଧ। କେଜ୍ରିୱାଲଙ୍କ ବିଧାୟକ ଦଳ ବୈଠକ।

କନକ ବ୍ୟୁରୋ: ଦିଲ୍ଲୀ ରାଜନୀତିରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ଇଡି ଓ ସିବିଆଇକୁ ହାତ କରି ବିଜେପି, ଆପ୍ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ସେହିପରି ଆପ୍, ବିଜେପି ଉପରେ ଆଉ ଏକ ବଡ଼ ଅଭିଯୋଗ ଆଣିଛି । ବିଧାୟକଙ୍କୁ କିଣିବା ପାଇଁ ବିଜେପି…
Read More...