Browsing Category

ରାଜ୍ୟ

ବଲାଙ୍ଗୀରରେ ପୁଣି ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇଲେ ମୋଦୀ । କହିଲେ ଓଡିଆ ଅସ୍ମିତା ସଙ୍କଟରେ । ଓଡିଆ ଅସ୍ମିତା…

କନକ ବ୍ୟୁରୋ: ବଲାଙ୍ଗୀରରେ ପୁଣିଥରେ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ଟାର୍ଗେଟ କରିବା ସହିତ ଓଡିଆ ଅସ୍ମିତା ସଙ୍କଟରେ ଅଛି ବୋଲି କହିଛନ୍ତି ମୋଦୀ । ବଲାଙ୍ଗୀରରେ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଓଡିଆ ଲୋକ ବହୁତ…
Read More...

ଓଡିଶାରେ କେବଳ ନବୀନ ହାୱା ଚାଲୁଛି । କେନ୍ଦ୍ରମନ୍ତ୍ରୀ ଗ୍ୟାରେଣ୍ଟି ଦେବେ କି? ତେଲ ରେଟ୍ ଆଉ ଗ୍ୟାସ୍ ରେଟ୍ ବଢିବନି ।

କନକ ବ୍ୟୁରୋ: ରଘୁନାଥପାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍ । ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଚ୍ୟାଲେଞ୍ଜ ଦେଇଛନ୍ତି ପାଣ୍ଡିଆନ୍ । କହିଛନ୍ତି ଆପଣ ବଡ ବଡ କଥା କହୁଛନ୍ତି, ହେଲେ ତେଲ ରେଟ୍ ବଢିବନି ବୋଲି ଚ୍ୟାଲେଞ୍ଜ ଦେଇପାରିବେ କି? ଏଲପିଜି ଦାମ…
Read More...

ସହରଠୁ ଦୂର ନୁହେଁ, ବିକାଶଠୁ ଦୂରରେ ପଡାବାସୀ । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଜୟପାଟଣା କୁସୁମଖୁଣ୍ଟି ବାସିନ୍ଦା

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଜୟପାଟଣା ବ୍ଳକ ଚିର୍କା ଗାଁର କୁସୁମଖୁଣ୍ଟି ପଡା । ବ୍ଲକ ଠାରୁ ମାତ୍ର ୪ କିଲୋମିଟ ଦୁରରେ ଜୟପାଟଣା ପଞ୍ଚାୟତ ୧୩ ନମ୍ବର ୱାର୍ଡର ଏହି ପଡାରେ ୩୦ ବର୍ଷ ହେଲା ବସବାସ କରୁଛନ୍ତି ୩୦ ପରିବାର । ରାସ୍ତା, ପାନୀୟ ଜଳ, ଶିକ୍ଷା…
Read More...

ନେତା ବୁଣିଲେ ଅଖିମୁଠି । ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ, ଚୌଦ୍ୱାରରେ ସନ୍ତୃପ୍ତ ମିଶ୍ର…

କନକ ବ୍ୟୁରୋ : ଅକ୍ଷୟ ତୃତୀୟା ଅବସରରେ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି ନେତା । ନିର୍ବାଚନ ପାଇଁ ପ୍ରଚାର ଚାଲିଛି । ଏହି ସମୟରେ ନେତାମାନେ ଆଜି ସକାଳୁ ସକାଳୁ ବିଲକୁ ଯାଇ ଅଖି ମୁଠି ଅନୁକୂଳ କରୁଛନ୍ତି । ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ଅଖିମୁଠି ଅନୁକୁଳ । ସମ୍ବଲପୁର ବିଜେପି…
Read More...

ପବିତ୍ର ଅକ୍ଷୟ ତୃତୀୟାରେ ଅନୁକୂଳ ହେବ ରଥନିର୍ମାଣ । କିଛି ସମୟ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

କନକ ବ୍ୟୁରୋ : ପବିତ୍ର ଅକ୍ଷୟ ତୃତୀୟାରେ ଆଜିଠାରୁ ଆରମ୍ଭ ହେବ ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ ପ୍ରସ୍ତୁତ କରାଯାଇଛି । ରାତି…
Read More...

ଆସୁଛନ୍ତି ମୋଦୀ, ରାତିରେ ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ସୋ । ମୋଦୀଙ୍କ ଝଲକ ପାଇଁ ବଢୁଛି ଉତ୍ସାହ । ସୁରକ୍ଷା…

କନକବ୍ୟୁରୋ:ପ୍ରଚାରରେ କମ୍ପିବ ରାଜଧାନୀ ଭୁବନେଶ୍ୱର । ଆରପାର ଲଢେଇ ଭିତରେ ଆଜି ସଂନ୍ଦ୍ୟାରେ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ମେଗା ରୋଡ ଶୋ କରି ଦମ ଦେଖାଇବେ ମୋଦୀ । ରାଜ୍ୟରେ କ୍ଷମତା ଦଖଲ ସହ କେନ୍ଦ୍ରରେ ୪୦୦ ପାରର ନାରା…
Read More...

ନାମାଙ୍କନ ବେଳେ ପୁଣି ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ସାଲେପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ଓ…

କନକବ୍ୟୁରୋ : ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ବିଜେଡି ଓ ବିଜେପି କର୍ମୀ । ବିଜେଡି କର୍ମୀମାନେ ବିଜେଡି ଜିନ୍ଦାବାଦ ନାରା ଦେଉଥିବା ବେଳେ ବିଜେପି କର୍ମୀମାନେ ବିଜେପି ଜିନ୍ଦାବାଦ ନାରା ଦେଉଥିଲେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିିଥିଲା କଟକ ଜିଲ୍ଲାପାଳ କାର୍ଯ୍ୟାଳୟରେ । ସାଲେପୁୁର…
Read More...

ପ୍ରେସମିଟ କରି ବର୍ଷିଲେ ରାଜପରିବାରର ବୋହୂ । ଶାଶୂଘର ଲୋକଙ୍କୁ କାହିଁକି ଟିକେଟ ମିଳିଲା ପ୍ରଶ୍ନ କଲେ ଅର୍କେଶଙ୍କ…

କନକବ୍ୟୁରୋ :ନ୍ୟାୟ ମାଗିଲେ ବଲାଙ୍ଗୀର ରାଜପରିବାରର ବୋହୂ ଅଦ୍ରିଜା ମଞ୍ଜରୀ । ପୁର୍ବରୁ ବଲାଙ୍ଗୀର ରାଜପରିବାରର ଅର୍କେଶ ନାରାୟଣ ସିଂହଦେଓ ଓ ଅଦ୍ରିଜା ସିଂ ଦେଓଙ୍କ ମଧ୍ୟରେ ପାରିବାରିକ ବିବାଦ ମାମାଲା ଚାଲିଥିଲା । ଏତେ ଅଭିଯୋଗ ପରେ କିଭଳି ଏବେ କଳିକେଶଙ୍କୁ ଟିକେଟ ମିଳିଲା ଏନେଇ…
Read More...

ଓଡିଶାର ବିକାଶକୁ ଆଗକୁ ନେବ ବିଜେଡିର ମାନିଫେଷ୍ଟୋ । ଛାତ୍ରଛାତ୍ରୀଙ୍କୁ ମାନିଫେଷ୍ଟୋରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଆସ୍କାରେ ବିଜେଡିର ପ୍ରଚାର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ଆସ୍କା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି । ତାଙ୍କ ସହ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍ ମଧ୍ୟ ଆସ୍କାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।…
Read More...

ଆଜି ସନ୍ଧ୍ୟାରେ ଆସିବ ବିଜେଡି ଇସ୍ତାହାର । ଗୋପାଳପୁର ସଭା ମଞ୍ଚରୁ ଘୋଷଣା କଲେ ଭିକେ ପାଣ୍ଡିଆନ୍ । ବିରୋଧୀଙ୍କୁ କଲେ…

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ଆସିବ ବିଜେଡିର ଇସ୍ତାହାର । ଗୋପାଳପୁର ବିଜେଡିର ପ୍ରଚାର ମଞ୍ଚରୁ ଏନେଇ ଆଜି ଘୋଷଣା କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିରୋଧୀଙ୍କ ମାନିଫେଷ୍ଟୋକୁ ଟାର୍ଗେଟ କରିବା ସହିତ ବିଜେଡିର ଇସ୍ତାହାର ଓଡିଶାବାସୀଙ୍କ ଘରେ ଘରେ ପହଞ୍ଚିବ ବୋଲି ପାଣ୍ଡିଆନ୍…
Read More...