Browsing Category

ରାଜ୍ୟ

ସମ୍ବଲପୁରରେ ଓକିଲ ଆନ୍ଦୋଳନ ଘଟଣା : ୧୨ ଜଣ ଆଇନଜୀବୀ ଗିରଫ, ୨୯ଙ୍କ ଲାଇସେନ୍ସ ବାତିଲ

କନକ ବ୍ୟୁରୋ : ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡି । କୁହୁଡି ଚାଦରରେ ଘୋଡେଇ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର

କନକ ବ୍ୟୁରୋ : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଦୃଶ୍ୟମାନ ଦୂରତା ୫ଶହ ମିଟରରୁ କମ୍ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡିରେ ଲାଇଟ୍ ଲଗାଇ ଲୋକେ ଯାଆସ କରୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ପ୍ରବଳ କୁହୁଡି…
Read More...

ସମ୍ବଲପୁରରେ ଆଇନଜୀବୀଙ୍କ ତୁମୁଳକାଣ୍ଡ ପରେ ବାର କାଉନସିଲ ଅଫ ଇଣ୍ଡିଆର କଡା କାର୍ଯ୍ୟାନୁଷ୍ଠାନ । ୨୯ ଓକିଲଙ୍କ…

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ଦାବିରେ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏନର ଆଇନଜୀବୀଙ୍କ ଆନ୍ଦୋଳନ ଉଗ୍ର ହେଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ଏ ନେଇ ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସକୁ ସସପେଣ୍ଡ…
Read More...

ଉମରକୋଟରେ ଏକ ପରିବାର ନିଖୋଜ ଘଟଣା : କୂଅ ଭିତରୁ ଉଦ୍ଧାର ହେଲା ୪ଜଣଙ୍କ ମୃତ ଦେହ

କନକ ବ୍ୟୁରୋ : ଉମରକୋଟରେ ବାହାଘର ଭୋଜି ଖାଇ ଫେରିବା ବେଳେ ୪ ନିଖୋଜ ଘଟଣା । ରାସ୍ତା କଡରେ ଥିବା କୂଅ ଭିତରୁ ମିଳିଥିବା କାର୍ ଭିତରୁ ମିଳିଲା ନିଖୋଜଙ୍କ ମୃତ ଦେହ । କାର୍ ଭିତରେ ପଛ ସିଟରେ ଏହି ମୃତ ଦେହ ରହିଥିବା ଜଣାପଡିଛି । ସପନ ସରକାରଙ୍କ ପରିବାର ନିଖୋଜ ନେଇ ବିଭିନ କଳ୍ପନା ଜଳ୍ପନା…
Read More...

ସମ୍ବଲପୁର ଭଳି ସୁନ୍ଦରଗଡରେ ବି ତେଜିଲା ଓକିଲଙ୍କ ପ୍ରତିବାଦ । ଖୁବଶିଘ୍ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେଲେ ଆନ୍ଦୋଳନକୁ…

କନକ ବ୍ୟୁରୋ : ସମ୍ବଲପୁର ଭଳି ସୁନ୍ଦରଗଡରେ ବି ଓକିଲଙ୍କ ପ୍ରତିବାଦ ଜାରି । ସୁନ୍ଦରଗଡ କୋର୍ଟ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଗୋଟିଏ ପଟେ ସୁପ୍ରିମକୋର୍ଟ ଓକିଲଙ୍କ ଉପରେ କଟକଣା ଲଗାଇଥିଲେ । ଆନ୍ଦୋଳନ କଲେ ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ…
Read More...

ପହଁରା ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ ଘଟଣା : ବିନା ପଞ୍ଜିକରଣରେ କେମିତି ଦିଆଯାଉଥିଲା ତାଲିମ୍ ? ଦୀର୍ଘ ୪ ବର୍ଷ ହେଲା…

କନକ ବ୍ୟୁରୋ : କଟକରେ କେମିତି ବିନା ପଞ୍ଜିକରଣରେ ପିଲାଙ୍କ ସନ୍ତରଣ ତାଲିମ ଦିଆଯାଉଥିଲା । ଗତକାଲି ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଛାତ୍ର ବୁଡି ଯାଇ ପ୍ରାଣ ହରାଇବା ପରେ ଏହି ପ୍ରଶ୍ନ ଚର୍ଚ୍ଚାକୁ ଆସିଛି । କୁହାଯାଉଛି ଦୀର୍ଘ ୪ ବର୍ଷ ହେଲା ଉଇ ଆର୍ ଉଇନର୍ ନାମକ ସଂସ୍ଥା ପିଲାଙ୍କୁ…
Read More...

ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ଆଇନଜୀବୀଙ୍କ ସମର୍ଥନରେ କିନ୍ନର ସଂଘ ସହ ବିଭିନ୍ନ ସଙ୍ଗଠନ

କନକ ବ୍ୟୁରୋ : ରଣକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ମାନେ ଆରମ୍ଭ କରିଦେଇଛନ୍ତି ଆନ୍ଦୋଳନ । ଛକରେ ଜୋରଦାର ଠେଲାପେଲା ସହ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ…
Read More...

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ । ଏଠି ପ୍ରକୃତି ଅଛି , ହେଲେ ସୁବିଧା ନାହିଁ । ଅସନ୍ତୋଷ ପ୍ରକାଶ…

କନକ ବ୍ୟୁରୋ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ । ଥଣ୍ଡା ବଢିଥିବା ବେଳେ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଶାନ୍ତ ପରିବେଶରେ ବଣଭୋଜି କରିବା ପାଇଁ ଦାରିଙ୍ଗବାଡିରେ ଗହଳ ଚହଳ ଲାଗିଛି…
Read More...

ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତଦେହରେ ଅକ୍ସିଜେନ୍ ଲଗାଇ ସ୍ଥାନାନ୍ତର ବେଳେ ଲୋକଙ୍କ ବିରୋଧ,…

କନକ ବ୍ୟୁରୋ : ମୃତଦେହ ମୁହଁରେ ଅକ୍ସିଜେନ । ପ୍ରଥମେ ଚିକିତ୍ସାରେ ଅବହେଳା କଲେ, ଆଉ ରୋଗୀର ମୃତ୍ୟୁ ହେବା ପରେ ଡାକ୍ତର ନିଜ ଦୋଷ ଢାଙ୍କିବାକୁ ମୃତଦେହରେ ଅକ୍ସିଜେନ ଲଗାଇ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ଉଦ୍ୟମ କରୁଥିଲେ । ଏହି ଅଭାବନୀୟ ଖବର ଆସିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା…
Read More...

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି । ସବୁ ସତ ବାହାର କରିବାରେ ସକ୍ଷମ ହୋଇଛନ୍ତି ତ ତଦନ୍ତକାରୀ ଟିମ୍ ?

କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ସରୁଛି । ଆସନ୍ତାକାଲି ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ତେବେ ଏହି ୭ ଦିନିଆ ରିମାଣ୍ଡ ଅବଧିରେ ଅର୍ଚ୍ଚନା ତଦନ୍ତରେ ସହଯୋଗ କରିନଥିବା ସୂଚନା ମିଳିଛି । ପୂର୍ବରୁ…
Read More...