Browsing Category

ରାଜ୍ୟ

ଆସ୍କାରୁ ଅମିତ ଶାହାଙ୍କ ଦମ୍ଭୋକ୍ତି । କହିଲେ, ଜୁନ ୧ରେ ଓଡ଼ିଶାରେ ଫୁଟିବ ପଦ୍ମ । ରାଜ୍ୟ ସରକାରଙ୍କୁ ବାଏ ବାଏ କରିବେ…

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପ୍ରଚାରକୁ ଆହୁରି ଜୋରଦାର କରିଛି ବିଜେପି । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅମିତ ଶାହା । ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଆସ୍କା ସଂସଦୀୟ କ୍ଷେତ୍ରରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।…
Read More...

କନକ ନ୍ୟୁଜକୁ ଅମିତ ଶାହାଙ୍କ Mega Exclusive Interview । କହିଲେ ଏଥର ଓଡିଶାରେ ବିଜେପି ସରକାର । ଓଡିଶାର ସବୁଠି…

କନକ ବ୍ୟୁରୋ: କନକ ନ୍ୟୁଜକୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହାଙ୍କ ମେଗା ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ । କଟକରେ ରୋଡ୍ ସୋ’ କରିବା ସମୟରେ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ଅମିତ ଶାହା କହିଛନ୍ତି, ଏଥର ଓଡିଶାରେ ବିଜେପି ସରକାର ହେଉଛି । ଓଡିଶାବାସୀ ସ୍ଥିର…
Read More...

CAAରେ ୧୪ ଜଣଙ୍କୁ ମିଳିଲା ଭାରତୀୟ ନାଗରିକତା । ଆବେଦନକାରୀଙ୍କୁ ମିଳିଲା ସାର୍ଟିଫିକେଟ୍ ।

କନକ ବ୍ୟୁରୋ: ନାଗରିକ ସଂଶୋଧନ ନିୟମରେ ଆଜି କିଛି ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ରର ଦିଆଯାଇଛି । କେନ୍ଦ୍ରୀୟ ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂଆଦିଲ୍ଲୀରେ ୧୪ ଜଣ ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଗୃହ ସଚିବ ଆବେଦନକାରୀଙ୍କୁ ଶୁଭେଚ୍ଛା…
Read More...

ମୋଦୀ ଚାଉଳ ପଠାଉଛନ୍ତି, ନବୀନ ବାବୁ ବ୍ୟାଗରେ ଷ୍ଟିକର ମାରି ନିଜେ ଚାଉଳ ଦେଉଛନ୍ତି ବୋଲି କହୁଛନ୍ତି । ଗରିବଙ୍କୁ ଚାଉଳ…

କନକ ବ୍ୟୁରୋ : ଗରିବଙ୍କୁ ଚାଉଳ ଦେବା ପ୍ରସଙ୍ଗରୁ ରାଜ୍ୟ ସରକାରଙ୍କୁ ଘେରିଲେ ଶାହା । ଆସ୍କା ଜନସଭାକୁ ନବୀନଙ୍କୁ କଲେ ସିଧା ନିଶାନା । ବୁଧବାର ଶାହା କହିଛନ୍ତି, ଦେଶର ଗରିବ ଲୋକଙ୍କ ପାଇଁ ମୋଦୀ ଚାଉଳ ପଠାଉଛନ୍ତି । ହେଲେ ମୋଦୀ ପଠାଉଥିବା ଚାଉଳକୁ କିନ୍ତୁ ଗୋଟିଏ ବ୍ୟାଗରେ ପୂରାଇ ଷ୍ଟିକର…
Read More...

ବିଜେପି ସରକାର ଆସିଲେ ଖୋଲିବୁ ଶ୍ରୀମନ୍ଦିର ଚାରିଦ୍ୱାର । ସାର୍ବଜନୀନ କରିବୁ ଶ୍ରୀମନ୍ଦିର ଯାଞ୍ଚ ରିପୋର୍ଟ । ଆସ୍କାରୁ…

କନକ ବ୍ୟୁରୋ: ଆସ୍କାରୁ ନବୀନ ସରକାର ଉପରେ ବର୍ଷିଲେ ଅମିତ ଶାହା । ସିଧା ସିଧା ରାଜ୍ୟ ସରକାରଙ୍କୁ କଲେ ନିଶାନା । ବୁଧବାର ଆସ୍କାରେ ବିଜେପି ଚାଣକ୍ୟ ଅମିତ ଶାହା ନିର୍ବାଚନୀ ସଭା କରିବା ସହ ପଦ୍ମ ଫୁଲରେ ଭୋଟ୍ ଦେବାକୁ ଅପିଲ କରିଛନ୍ତି । ଶାହା କହିଛନ୍ତି, ପରିକ୍ରମା ପ୍ରକଳ୍ପ ନାଁରେ ଏଠାକାର…
Read More...

ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ବେଳେ ବିଜେପି କର୍ମୀଙ୍କ ହୋ ହଲ୍ଲା । ଲତିକା ପ୍ରଧାନଙ୍କ ପ୍ରଚାର ଗାଡିକୁ ଅଟକାଇବାକୁ…

କନକ ବ୍ୟୁରୋ: ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ବେଳେ ବିଜେପି କର୍ମୀଙ୍କ ହୋହଲ୍ଲା । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନଙ୍କ ପ୍ରଚାର ଗାଡିକୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଜେଡି ଓ ବିଜେପି…
Read More...

ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ଜେପି ନଡ୍ଡା । ମାଉସୀ ମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୋଡ୍ ସୋ’ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତାକାଲି ସକାଳୁ ମାଉସୀ ମାଆ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ଯାଏଁ କରିବେ ରୋଡ୍ ସୋ’ । ତେବେ ଖାଲି ସେତିକି ନୁହେଁ, ଆସନ୍ତାକାଲି ମଧ୍ୟ ରାଉରକେଲାରେ ନଡ୍ଡା ନିର୍ବାଚନୀ ସଭା କରିବେ । ଏନେଇ ଆଜି…
Read More...

ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ । ସମ୍ବିଧାନକୁ ଚିରିବାକୁ ଚେଷ୍ଟା କଲେ, କଂଗ୍ରେସ ଓ…

କନକ ବ୍ୟୁରୋ: ବଲାଙ୍ଗୀରରେ ରାହୁଲଙ୍କ ହାଇଭୋଲଟେଜ୍ ପ୍ରଚାର । କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ସମ୍ବିଧାନ ବଦଳାଇବା ପ୍ରସଙ୍ଗକୁ ନେଇ ମୋଦୀ ସରକାରକୁ ଘେରିବା ସହିତ ସମ୍ବିଧାନକୁ କେହି ହାତ ମାରିପାରିବେ ନାହିଁ ବୋଲି କହିଛନ୍ତି ରାହୁଲ । ସେ କହିଛନ୍ତି, ଏ ଲଢେଇ…
Read More...

ବଲାଙ୍ଗୀର ସଭା ମଞ୍ଚରୁ ରାହୁଲଙ୍କ ବଡ ବୟାନ । କହିଲେ, ଜୁନ୍ ୪ରେ ହେବ ଇଣ୍ଡିଆ ମେଣ୍ଟର ସରକାର ।

କନକ ବ୍ୟୁରୋ : ବଲାଙ୍ଗୀର ସଭା ମଞ୍ଚରୁ ରାହୁଲ ଗାନ୍ଧୀଙ୍କ ବଡ ବୟାନ । ଜୁନ୍ ୪ରେ ଭାରତରେ ହେବ ଇଣ୍ଡିଆ ମେଣ୍ଟର ସରକାର । ବୁଧବାର ବଲାଙ୍ଗୀରରେ କଂଗ୍ରେସ ପାଇଁ ପ୍ରଚାର କରିବା ସହିତ ଜନସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୋଦୀ…
Read More...

ରାଉରକେଲାରେ ଭିକେ ପାଣ୍ଡିଆନଙ୍କ ଦମଦାର ପ୍ରଚାର । କହିଲେ, ରାଉରକେଲା ହେବ ନୂଆ ରାଉରକେଲା । ସମସ୍ତଙ୍କୁ ମିଳିବ ବିଜୁ…

କନକ ବ୍ୟୁରୋ : ରାଉରକେଲାରେ ଭିକେ ପାଣ୍ଡିଆନଙ୍କ ଦମଦାର ପ୍ରଚାର । ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହିତ ଏଥର ଦୁଇଥର ଶଙ୍ଖ ଚିହ୍ନ୍ରରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ବହୁତ ଭଲ ପାଆନ୍ତି, ହକିକୁ ଭଲ ପାଆନ୍ତି ।…
Read More...