Browsing Category

ସ୍ପେଶାଲ୍ ରିପୋର୍ଟ

ଗାନ୍ଧିଙ୍କୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ ! କଟକରେ ହୋଇଥିଲା ଗାନ୍ଧୀଙ୍କ ସଭା, ମଞ୍ଚ ଉପରକୁ କୁଲା ଫୋପାଡିଥିଲେ…

କନକ ବ୍ୟୁରୋ : ଲିଟେରାରୀ ଫେଷ୍ଟିଭାଲରେ ‘ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଆଲୋଚନାରେ ଆଜି ଏମିତି କିଛି ତଥ୍ୟ ସାମନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗାନ୍ଧୀଙ୍କ ଭଳି ରାଷ୍ଟ୍ରନେତା ମଧ୍ୟ ବିରୋଧ ଓ ପ୍ରତିବାଦର ସାମନା କରୁଥିଲେ । ଆଜି ନେତାଙ୍କୁ ବିରୋଧ କରିବା ପାଇଁ ଅଣ୍ଡା…
Read More...

୧୪ ଶହ ବର୍ଷ ପରେ ବଦଳିଲା ଟୁଥବ୍ରଶର ଡିଜାଇନ୍ ! ଏଣିକି ବଟନ ଦବାଇବା କ୍ଷଣି ମାତ୍ର ୧୦ ସେକେଣ୍ଡରେ ସଫା ହେବ ଦାନ୍ତ

ଆମେରିକାର ଲାସ୍‌ଭେଗାସ୍‌ରେ ଚାରିଦିନ ହେବ ଚାଲିଥିବା କଞ୍ଜୁମର ଇଲେକ୍ଟ୍ରିନିକ୍‌ ସୋ’ (ସିଇଏସ୍‌)ରେ ଫ୍ରେଞ୍ଚ୍‌ କମ୍ପାନି ଫାଷ୍ଟିସ୍‌ ନୂଆ (ଓ୍ଵାଇ) ଆକାର ଡିଜାଇନ୍‌ ସହିତ ଏମିତି ଏକ ଇଲେକ୍ଟ୍ରିକ ଟୁଥ୍‌ବ୍ରସ୍‌ ଲଞ୍ଚ କରିଛି ଯାହା ୧୦ମିନିଟ୍‌ ମଧ୍ୟରେ ଦାନ୍ତକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର…
Read More...

ସଫଳତାର ଆଉ ଏକ ମାଇଲ୍ ଖୁଂଟ ଛୁଇଁଲେ ଧୋନୀ ! ଦିନିକିଆରେ ପୂରଣ କଲେ ୧୦ ହଜାର ରନ୍ । 

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଦିନିକିଆରେ ଧୋନି ନିଜର ବହୁ ପ୍ରତିକ୍ଷୀତ ୧୦,୦୦୦ ରନ୍ ପୂରଣ କରିଛନ୍ତି । ଧୋନିଙ୍କ ବ୍ୟାଟରୁ ଏହା ଦେଖିବା ପାଇଁ କୋଟି କୋଟି କ୍ରିକେଟ…
Read More...

ନୂଆ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି କି ? ସାବଧାନ, ମେସିନରେ ପସାଇବା କ୍ଷଣି ଭାଙ୍ଗି ଯାଇପାରେ ଆପଣଙ୍କ କାର୍ଡ,…

ବର୍ତ୍ତମାନ ସୁଦ୍ଧା ଆପଣ ଚିପ୍ ଆଧାରିତ ଉଭୟ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ସଂପର୍କରେ ଭଲ ଭାବରେ ଅବଗତ ହୋଇସାରିଥିବେ । ଯାହାକୁ ନୂଆ ବର୍ଷ ତଥା ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ କରିଦିଆଯାଇଛି । ଅର୍ଥାତ୍ ଏଣିକି ଆପଣଙ୍କୁ ପୁରୁଣା ମାଗ୍ନେଟିକ୍ ଷ୍ଟ୍ରିପ ଜାଗାରେ ଇଏମଭି ଚିପ କାର୍ଡର…
Read More...

ରାସ୍ତାରେ ଚାଲିଥିଲା ଗାଡି ! ହଠାତ୍ ଚାଲିଆସିଲେ ସିଂହ ପଲ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । 

ରାସ୍ତା ମଝିରେ ଆତଙ୍କ ଖେଳାଇଲେ ସିଂହ । ଥରେ ଚିନ୍ତା କରନ୍ତୁ, ଆପଣ ରାସ୍ତାରେ କାରରେ ଯାଉଛନ୍ତି । ଆଉ ଏହି ସମୟରେ ରାସ୍ତା ଉପରକୁ ଏକ ସିଂହ ପଲ ଆସିଯାଉଛନ୍ତି । ଏହି କାରଣରୁ ରାସ୍ତା ଉପରେ ଅନେକ ଗାଡି ଗୁଡିକ ଅଟକି ରହୁଛି । ଠିକ୍ ଏମିତି ହିଁ ଏକ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ…
Read More...

ଭୋକରେ ଆଉଟୁପାଉଟୁ ହେଉଥିବା କୁକୁର ଛୁଆଙ୍କୁ କ୍ଷୀର ପିଆଉଥିବା ଗାଇର ଫଟୋ ହେଲା ଭାଇରାଲ୍ ! ଆପଣଙ୍କ ଆଖିରେ ମଧ୍ୟ ଲୁହ…

ମା’ର ମମତାକୁ ବୁଝିବା ଏତେ ସହଜ ନୁହେଁ । ନିଜ ପିଲମାନଙ୍କ ପାଇଁ ଗୋଟେ ମା’ କ’ଣ ଯେ ନ କରି ପାରେ ତାହା କେହି କଳନା ପାରିବେ ନାହିଁ । ପିଲାମାନଙ୍କ ମନ କଥା ବୁଝିବା ସହ ସେମାନେ କେତେବେଳେ କ’ଣ ଚାହାଁନ୍ତି, ତାହା ଗୋଟେ ମା’ ଭଲ ଭାବରେ ଜାଣି ଯାଇଥାଏ । ମଣିଷ ହେଉ କି ପଶୁ, ଜଣେ ମା’ ହିସାବରେ…
Read More...

ଅନଲାଇନ ଟଙ୍କା ଟ୍ରାନ୍ସଫର ବେଳେ ହୋଇଯାଇଛି କି ଭୁଲ୍ ? ତେବେ ଏଠାରେ କରନ୍ତୁ ମାତ୍ର ଗୋଟିଏ ଅଭିଯୋଗ, ତୁରନ୍ତ ଫେରି…

ଆଜିର ଦିନରେ ଆମର ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି ଟେକନିକ ଆଉ ଏଥି ମଧ୍ୟରୁ ସବୁଠାରୁ ଖାସ୍ ସ୍ଥାନ ଅଳଙ୍କୃତ କରିଛି ବ୍ୟାଙ୍କିଂ ବ୍ୟବସ୍ଥା । ଯେଉଁଥିରେ ମୋବାଇଲ ବ୍ୟାଙ୍କିଂ କିମ୍ବା ଅନଲାଇନ ବ୍ୟାଙ୍କିଂ ଆଦି ସାମିଲ । ଆଜିର ଦିନରେ ଆମେ ଡିଜିଟାଲ ୱାଲେଟ୍, ଏନଇଏଫଟି ବା…
Read More...

ଆପତ୍ତିକାଳୀନ ନମ୍ବର ,ବ୍ୟାଟେରୀ ରିକୋଭର୍ ,ଫୋନ୍ ଚୋରି ହେବା କ୍ଷଣି ଦବାନ୍ତୁ ଏହି ସିକ୍ରେଟ୍ କୋଡ୍ ! ବହୁ ଅସୁବିଧାର…

ଆଜିର ସମୟରେ ସ୍ମାର୍ଟଫୋନର ଚାହିଦା ଖୁବ୍ ବଢୁଛି । କେବଳ ଫୋନ୍ କିମ୍ବା ମେସେଜ୍ ଭିତରେ ସୀମିତ ନରହି ସ୍ମାର୍ଟଫୋନକୁ ବିଭିନ୍ନ ପ୍ରକ୍ରିୟାରେ ବ୍ୟବହାର କରାଯାଉଛି । ଫୋନ୍ ଦ୍ୱାରା ଆଜି ଅନେକ କାମ କରାଯାଉଛି । ଏମିତିକି ନିତିଦିନିଆର ଜୀବନର ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ସାମିଲ ଅଛି ।…
Read More...

ଏଣିକି ପରିଶ୍ରା କରିବା ପାଇଁ ଆଉ ଖୋଜିବାକୁ ପଡିବନି ଶୌଚାଳୟ ! ବଜାରକୁ ଆସିଲା ଏଭଳି ବ୍ୟାଗ, ଯାହାକୁ ପିନ୍ଧି କେବେବି…

ଯଦି ଆପଣ କୌଣସି ଲମ୍ବା ଯାତ୍ରାରେ ଯାଉଛନ୍ତି ଏବଂ ଆପଣଙ୍କର ଭୟ ରହିଛି କି ଯଦି ଯାତ୍ରା ସମୟରେ ବାଟରେ ପରିଶ୍ରା ଲାଗେ ଆଉ ସେଠାରେ ସେଭଳି କୌଣସି ସୁବିଧା ନଥିବ ତେବେ କଣ କରିବେ । ହେଲେ ଏଥିପାଇଁ ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡିବନି । କାରଣ ଆପଣଙ୍କର ଏହି ଚିନ୍ତାକୁ ଦୂର କରିବା ପାଇଁ…
Read More...

ବଡ ଖବର : ଗରିବଙ୍କୁ ପେଟ୍ରୋଲ ପମ୍ପ ଏବଂ କୁକିଂ ଗ୍ୟାସ ଏଜେନ୍ସି ଦେବେ ମୋଦି ସରକାର , ଜାଣନ୍ତୁ ଆବେଦନ କରିବାର ପୂରା…

ଆର୍ଥିକ ସ୍ଥିତିରେ ପଛରେ ଥିବା ତଥା ଗରିବ ସବର୍ଣ୍ଣଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବାକୁ ବାକି ରହିଛି ।…
Read More...