Browsing Category

ସ୍ପେଶାଲ୍ ରିପୋର୍ଟ

କୁମ୍ଭମେଳା ପରେ ପୂଣ୍ୟ ପ୍ରାପ୍ତ କରିବା ପାଇଁ ଏହି ପ୍ରମୁଖ ମନ୍ଦିରକୁ ଯାଆନ୍ତି ଭକ୍ତ ! ଜାଣନ୍ତୁ ଏହି ମନ୍ଦିରର…

ପ୍ରୟାଗରାଜ (ଆହ୍ଲାବାଦ) ରେ କେତେ କେତେ ପ୍ରାଚୀନ ମନ୍ଦିର ସମାହାର ରହିଛି । ଯେଉଁଠାକୁ କୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ଭକ୍ତ ଆସି ଦର୍ଶନ କରିଯାଆନ୍ତି । ତୀର୍ଥସ୍ଥଳ ମାନଙ୍କରେ ରାଜା ବୋଲି କୁହାଯାଉଥିବା ପ୍ରୟାଗରାଜରେ ଏହି ସମୟରେ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଆସନ୍ତୁ ଆଜି ଏହିଭଳି…
Read More...

ମନ୍ତ୍ରୀ ହେବ ତ ଏମିତି ! ଟୋଲ ପ୍ଲାଜାରେ ଲୋକଙ୍କୁ ଠକୁଥିବା ପୋଲିସ ଅଧିକାରୀଙ୍କୁ କଲେ ତାଗିଦ୍, ଚାକିରିରୁ ବହିଷ୍କାର…

ରାସ୍ତା ମଝିରେ ମନ୍ତ୍ରୀଙ୍କ ଆକ୍ସନ ମୁଡ୍ ଦେଖି ଅଟକିଯାଉଥିଲେ ଯାତ୍ରୀ । ରାଜସ୍ଥାନର କ୍ରୀଡାମନ୍ତ୍ରୀ ଅଶୋକ ଚାନ୍ଦନା ବୁନ୍ଦି ଜିଲ୍ଲା ଗସ୍ତ ସମୟରେ ପୋଲିସ ଅଧିକାରୀଙ୍କୁ କଡା ତାଗିଦ୍ କରିଛନ୍ତି । ଯେଉଁ ପୋଲିସ କର୍ମୀଙ୍କ ଉପରେ ଉକ୍ତ ଅଞ୍ଚଳର ଗ୍ରାମବାସୀମାନେ ଟୋଲ୍ ପ୍ଲାଜାରେ ଚାନ୍ଦା ଆଦାୟ…
Read More...

ବାଇକ ଆରୋହୀଙ୍କ ପାଇଁ ବଡ ସୁବିଧା: ଏଣିକି ହେଲମେଟ ଲଗାଇ ଶୁଣିପାରିବେ ଗୀତ ଏବଂ ଫୋନରେ ହୋଇପାରିବେ କଥାବାର୍ତ୍ତା

ହେଲମେଟ ନିର୍ମାତା କଂପାନୀ steelbird Hitech India ତରଫରୁ ବର୍ତ୍ତମାନର ସବୁଠୁ ଇନୋଭେଟିଭ ହେଲମେଟ ‘ଏସବିଏ-୧ ଏଚଏଫ’ ଲଂଚ କରାଯାଇଛି । ତେବେ ଏହି ହେଲମେଟର ମୁଖ୍ୟ ଆକର୍ଷଣ ହେଉଛି, ଏଥିରେ ରାଇଡିଂ ସମୟରେ ବାଇକ୍ ଆରୋହୀ ଫୋନ କଲ ଆଟେଂଣ୍ଡ କରିପାରିବା ସହ ଗୀତ ମଧ୍ୟ ଶୁଣିପାରିବେ । ଏସବିଏ-୧…
Read More...

ଆଜି ଭାରତୀୟ କ୍ରିକେଟ୍ ର ପୂର୍ବ ବ୍ୟାଟସମ୍ୟାନ୍ ରାହୁଲ ଦ୍ରାବିଡଙ୍କ ଜନ୍ମଦିନ ! କାହିଁକି ତାଙ୍କୁ ଭାରତୀୟ କ୍ରିକେଟ୍…

ଟିମ୍ ଇଣ୍ଡିଆର ପୂର୍ବ ବ୍ୟାଟସମ୍ୟାନ୍ ରାହୁଲ ଦ୍ରାବିଡଙ୍କ ଆଜି ହେଉଛି ୪୬ ତମ ଜନ୍ମଦିନ । ୧୧ ଜାନୁଆରୀ ୧୯୭୩ ମସିହା ଇନ୍ଦୋରରେ ଜନ୍ମ ହୋଇଥିବା ରାହୁଲ ୧୨ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ୧୯୯୬ ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିବା କର୍ଣ୍ଣାଟକର ଏହି ବ୍ୟାଟସମ୍ୟାନ୍…
Read More...

ଆଜି ହିଁ ଶେଷ କରିନିଅନ୍ତୁ ବ୍ୟାଙ୍କ କାମ ! କାଲିଠୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ।

ବ୍ୟାଙ୍କ ସହ ଜଡିତ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କର ରହିଛି, ତେବେ ଆଜି ହିଁ ଆପଣଙ୍କ କାମ ଶେଷ କରିଦିଅନ୍ତୁ । କାରଣ ଶନିବାର ଠାରୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ । ବ୍ୟାଙ୍କ କାର୍ଯ୍ୟ…
Read More...

କାଲିଠୁ ଦିନିକିଆ ଟକ୍କର ! ଜାଣନ୍ତୁ ଅଷ୍ଟ୍ରେଲିଆ ମାଟିରେ କେମିତି ଅଛି ଟିମ୍ ଇଣ୍ଡିଆର ରେକର୍ଡ ।

ଟେଷ୍ଟ ସିରିଜରେ ଐତିହାସିକ ବିଜୟ ପରେ ଭାରତୀୟ ଦଳକୁ ଶନିବାର ଠାରୁ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ପଡିବ । ଦିନିକିଆ ଫର୍ମାଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଜବରଦସ୍ତ ରେକର୍ଡ ରହିଛି । ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ଦିନିକିଆରେ ବିଜୟ ହାସଲ କରିବା ଏତେଟା ସହଜ ହେବ…
Read More...

କେବୁଲ ଅପରେଟର ଦେଉନାହଁନ୍ତି କି ଆପଣଙ୍କୁ ମନପସନ୍ଦର ଚ୍ୟାନେଲର ସର୍ଭିସ । ତେବେ ଏହି ନମ୍ବରରେ କରନ୍ତୁ ମାତ୍ର ଗୋଟିଏ…

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇ କେବୁଲ ଟିଭିର ଦରଦାମରେ ପରିବର୍ତ୍ତନ ଆଣି ନୂଆ ନିୟମ ଜାରି କରିଛି । ଏହି ନିୟମ ଅନୁସାରେ ଗ୍ରାହକଙ୍କ ନିକଟରେ ନିଜ ମନ ପସନ୍ଦର ଚ୍ୟାନେଲ ବାଛିବା ପାଇଁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଯାହା ଦ୍ୱାରା ବର୍ତ୍ତମାନ…
Read More...

ପାଣ୍ଡ୍ୟାଙ୍କ ବିବାଦୀୟ ବୟାନରେ ବିରାଟଙ୍କ ପ୍ରତିକ୍ରିୟା ! କହିଲେ, ଏଭଳି ଅରୁଚିକର କଥାରେ ତାଙ୍କର ନାହିଁ ସହମତ,…

କନକ ବ୍ୟୁରୋ : ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା । ଆଉ ଏହି ମନ୍ତବ୍ୟ ପାଇଁ ତାଙ୍କୁ ଅନେକାଂଶରେ ସମାଲୋଚନାର ଶିକାର ହେବାକୁ ପଡିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ…
Read More...

ଅଫିସ୍ ଟାଇମ୍ ସରିବା ପରେ କର୍ମଚାରୀଙ୍କୁ ହଇରାଣ ପାରିବେନି ମାଲିକ! ଛୁଟିରେ ଥିବାବେଳେ କର୍ମଚାରୀଙ୍କୁ ଫୋନ…

ଗୋଟିଏ ପଟରେ ଯେଉଁଠି ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ସଂସଦର ଶୀତକାଳୀନ ଅଧିବେଶନରେ ସବୁଜ ସଂକେତ ମିଳିସାରିଛି, ସେହିପରି ସଂସଦରେ ଏଥରକ ‘ରାଇଟ୍ ଟୁ ଡିସକନେକ୍ଟ’ ବିଲ ଉପସ୍ଥାପନା କରାଯାଇଛି । ଯଦି ଏହି ବିଲଟି ସଂସଦରେ ପାରିତ ହୋଇଯାଏ ତେବେ ଉଭୟ ସରକାରୀ ଏବଂ ବେସରକାରୀ କୌଣସି…
Read More...

ଅନଲାଇନ୍ ଗେମ୍ ପହଂଚାଇଲା ହସପିଟାଲ : ୧୦ ଦିନ ଲଗାତାର PUBG ଖେଳି ପହଂଚିଲେ ହସପିଟାଲ । ଜାଣନ୍ତୁ ପୁରା ମାମଲା

ଆବଶ୍ୟକତା ଠାରୁ ଅଧିକ କୌଣସି ବି ଜିନିଷର ଅଭ୍ୟାସ ଆମ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏମିତି ଏକ ମାମଲା ସାମନାକୁ ଅନଲାଇନ ଗେମିଙ୍ଗ ସେଗମେଣ୍ଟ ର ଦୁନିଆରେ ନିଜର ଭିନ୍ନ ପରିଚୟ ତିଆରି କରିସାରିଥିବା ପବଜି(PUBG) ବିଷୟରେ ଆସିଛି । ସୂଚନା ମୁତାବକ, ଜମ୍ମୁରେ ରହୁଥିବା ଜଣେ ଫିଜିକାଲ…
Read More...