Browsing Category

ସ୍ପେଶାଲ୍ ରିପୋର୍ଟ

ଅଭିଯୋଗ ରୁଜୁ କରିବା ପାଇଁ ଏବେ ଯିବାକୁ ପଡିବନି ଥାନା ! ଘରେ ବସି ଗୋଟିଏ ଫୋନ୍ କଲରେ କରିପାରିବେ ଏଫଆଇଆର ।

ଉତ୍ତରପ୍ରଦେଶ ପୋଲିସ୍ ତରଫରୁ ‘ଡାଏଲ୍ –ଏଫଆଇଆର’ ଯୋଜନା ଆରମ୍ଭ କରାଯାଇଛି । ଯାହାର ମାଧ୍ୟମରେ ବିନା ଥାନାକୁ ଯାଇ ମଧ୍ୟ ଫୋନ୍ ମାଧ୍ୟମରେ ହିଁ ଏଫଆଇଆର୍ କରିପାରିବେ । ଆପଣଙ୍କୁ କହିରଖୁଛୁ କି ଦେଶରେ ଏହା ପ୍ରଥମ ଏଭଳି ଯୋଜନା ଯାହାର ଫାଇଦା ଲୋକଙ୍କୁ ଘରେ ବସି ମିଳିପାରିବ । ଏହାଛଡା ୟୁପି…
Read More...

ଚାଳକବିହୀନ ଟ୍ରାକ୍ଟର ତିଆରି କଲେ ରାଜସ୍ଥାନର ଯୋଗେଶ ! ଡିସକଭରି ଚ୍ୟାନେଲରେ ଚର୍ଚ୍ଚା, ଦେଶବିଦେଶରୁ ଶୁଭେଚ୍ଛାର ସୁଅ

ରାଜସ୍ଥାନର ମାଙ୍ଗରୌଲ ତହସିଲର ଛୋଟ ଗାଁ ବମୌରୀକଲାଂ । ଏହି ଗାଁର ଯୋଗେଶ ନାଗର ବିଏସସିର ଦ୍ୱିତୀୟ ବର୍ଷ ଛାତ୍ର । ମାତ୍ର ୨୦ ବର୍ଷ ବୟସରେ ସେ ପ୍ରାୟ ୩୦ ଟି ଆବିଷ୍କାର କରିସାରିଛନ୍ତି । ତଥାପି ସ୍ପପ୍ନ ତାଙ୍କର ପୂରଣ ହୋଇଛି । ଆହୁରି ଅଧିକ କିଛି କରିବା ପାଇଁ ସେ ସବୁବେଳେ ଚେଷ୍ଟାରତ ।…
Read More...

ଏଲଆଇସିର ନଂ ୧ ପଲିସି ! ପ୍ରତିଦିନ ୯ ଟଙ୍କା ବ୍ୟୟରେ ମିଳିବ ୪.୫୬ ଲକ୍ଷ ଟଙ୍କା , ମୃତ୍ୟୁ ପରେ ବି ପରିବାର ହେବେନାହିଁ…

ଏଲଆଇସିର ଏଭଳି ଅନେକ ସ୍କିମ ରହିଛି, ଯେଉଁଥିରେ ଆପଣଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥାଏ, ହେଲେ ସେ ସଂପର୍କରେ ଆପଣ ବିଶେଷ କିଛି ଜାଣିନାହିଁନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସିର ଜୀବନ ପ୍ରଗତି ଯୋଜନା  ସଂପର୍କରେ ଜଣାଇବୁ , ଯାହା ସମୟ ଆସିଲେ ଆପଣଙ୍କୁ ସୁରକ୍ଷିତ ରଖିବା ସହିତ ସଂଚୟ ମଧ୍ୟ…
Read More...

ଇନୋ ପାଣି ସାଜୁଛି ଗାଡି ପମ୍ପଚର ହେବାର ମାଧ୍ୟମ ! ଆଖି ସାମ୍ନାରେ ଭଲ ଚକରେ କଣା ଥିବା କହି ଟଙ୍କା ଲୁଟୁଛନ୍ତି…

ଗାଡି ପମ୍ପଚର ହେବା ଏକ ସାଧାରଣ କଥା । ବାଇକ୍ ,ସ୍କୁଟର ,କାର୍ ଯେକୌଣସି ବାହନରେ ପ୍ରତିଦିନ ପମ୍ପଚର ହେବା ଭଳି ସମସ୍ୟା ଦେଖାଯାଏ । ଏଭଳି ସ୍ଥିତିରେ ଆପଣ ଯେତେବେଳେ କୌଣସି ପମ୍ପଚର ଦୋକାନୀଙ୍କ ପାଖକୁ ଯାଆନ୍ତି ସେତେବେଳେ ସେ ବେଳେବେଳେ ଟଙ୍କା ଲୋଭରେ ୨୦ କିମ୍ବା ଏହାଠାରୁ ଅଧିକ ପମ୍ପଚର…
Read More...

ଭାରତର କିଛି ସ୍ୱତନ୍ତ୍ର ଗାଁ ! କେଉଁ ଗାଁ ଅଧିକ ହାଇଟେକ୍ ତ ଆଉ କେଉଁ ଗାଁ ଅଧିକ ଶିକ୍ଷିତ

ଭାରତରେ ଅନେକ ଏପରି ଗାଁ ଅଛିି, ଯାହାର ରହିଛି ନିଜର ସ୍ୱତନ୍ତ୍ର ପରିଚୟ । କେଉଁ ଗାଁ ସବୁଠାରୁ ଅଧିକ ହାଇଟେକ୍ ତ କେଉଁ ଗାଁ ସ୍ୱଚ୍ଛ ଆଉ ଶିକ୍ଷିତ । ସବୁଠାରୁ ପ୍ରଥମେ ସୂର୍ଯ୍ୟୋଦୟ ହେଉଥିବା ଗାଁ – ମିଆଁମାର ଓ ଚୀନ ସୀମାରେ ଗୋଟିଏ ଗାଁ ଅବସ୍ଥିତ, ଯାହାର ନାମ ହେଲା ଡୋଙ୍ଗ । ଏହି ଗାଁର…
Read More...

ପଞ୍ଚାୟତିରାଜ ବିଭାଗରେ ନିଯୁକ୍ତି ସୁଯୋଗ ! ୯୦୮ଟି କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି

କନକ ବ୍ୟୁରୋ : ପଞ୍ଚାୟତିରାଜ ବିଭାଗରେ କିଛି ପଦବି ସୃଷ୍ଟି କରିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କାରଣ ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ଅଧିକ ଯନ୍ତ୍ରୀ ଦରକାର ପଡ଼ୁଥିଲେ । ତେବେ ପଦବୀ ପୂରଣ ହେବାପରେ ଉନ୍ନୟନ୍ନମୂଳକ କାର୍ଯ୍ୟ ଗୁଡ଼ିକ ସଠିକ ସମମୟରେ ହୋଇପାରିବ ।…
Read More...

ମୋଦି ଗୋଟିଏ ବି ଧାଡି ଶୁଦ୍ଧ ଇଂରାଜୀ ନିଜ ମନରୁ କହିପାରିବେନି ! ଜାଣନ୍ତୁ କାହଁକି ଏମିତି କହିଲେ ମମତା ବାନାର୍ଜୀ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଂରାଜୀ ଜଣା ନାହିଁ ! ମୋଦି ଗୋଟିଏ ଧାଡ଼ି ବି ଶୁଦ୍ଧ ଇଂରାଜୀ ନିଜ ମନରୁ କହିପାରିବେ ନାହିଁ ! ଆଉ ନିଜର ଏଇ ଦୁର୍ବଳତାକୁ ଲୁଚାଇବାକୁ ଯାଇ ମୋଦି ଯେତେବେଳେ ବି ଜନ ସାଧାରଣଙ୍କ ସମ୍ମୁଖରେ ଇଂରାଜୀରେ ଭାଷଣ ଦେଇ ଥାଆନ୍ତି, ସେତେବେଳେ ସେ ଅନ୍ୟ ବିକଳ୍ପ ନପାଇ…
Read More...

ୱିକିପିଡିଆରେ ନିଜ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କିନ୍ତୁ ଅନଭିଜ୍ଞ ଥିବା ଯୋଗୁଁ କରିପାରୁନଥିଲେ , ଏହି…

ୱିକିପିଡିଆ ହେଉଛି ଏଭଳି ଏକ ୱେବସାଇଟ୍ ଯେଉଁଠାରେ ବଡ ବଡ ବ୍ୟକ୍ତିତ୍ୱ ଏବଂ ସବୁ ଜିନିଷ ବିଷୟରେ ବିସ୍ତୃତ ବିବରଣୀ ମିଳିଯାଏ । ଏଥିରେ ବିଭିନ୍ନ ପ୍ରକାର ଲେଖା ଥାଏ ଯେଉଁଥିରେ ଯେ କୌଣସି ବ୍ୟକ୍ତି ନିଜ ବିଷୟରେ ହେଉ କିମ୍ବା କୌଣସି ସ୍ଥାନ ହେଉ ସବୁ ବିଷୟରେ ଲେଖିପାରିବ ଏବଂ ତାକୁ ଏଡିଟ୍ ମଧ୍ୟ…
Read More...

୨୦୨୧ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ମିଶନ ଗଗନୟାନ ! ଜୋରଦାର ପ୍ରସ୍ତୁତି କରୁଛି ଇସ୍ରୋ, ସତ ହେବ ଭାରତର…

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ମିଶନ ଗଗନୟାନକୁ ସଫଳ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ୨୦୨୧ ଡିସେମ୍ବର ସୁଦ୍ଧା ଭାରତର ଗଗନୟାନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ମହାକାଶକୁ ମହାକାଶଚାରୀ ପ୍ରେରଣ କରିବାର ସ୍ୱପ୍ନ ସାକାର ହେବ । ତେବେ ଗଗନୟାନ ଜରିଆରେ ହିଁ…
Read More...

କାହିଁକି ପାର୍ଥିବ ଶରୀରରେ ଘୋଡାଯାଏ ତ୍ରିରଙ୍ଗା ! ଅନ୍ତିମ ସଂସ୍କାର ସମୟରେ ଏହି ତ୍ରିରଙ୍ଗା ପତାକାର କ’ଣ କରାଯାଏ ?…

ଆପଣ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେଇ,ଅଭିନେତ୍ରୀ ଶ୍ରୀଦେବୀ,ଜୟଲଳୀତା,କରୁଣାନିଧି ଏବଂ ସହିଦ୍ ହୋଇଥିବା ବୀର ଯବାନ୍ ଙ୍କ ଶବ ତ୍ରିରଙ୍ଗାରେ ଘୋଡା ହୋଇଥିବା ଦେଖିଥିବେ । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଏହି ତ୍ରିରଙ୍ଗାର କରାଯାଏ କ’ଣ ? ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ…
Read More...