Browsing Category

ନ୍ୟୁଜ୍

ସୁଆଦ ମାର୍କେଟ ମାନ୍ଦା

ଭୁବନେଶ୍ୱର, କଟକ ବ୍ୟୁରୋ, କନକ ନ୍ୟୁଜ୍ : ପାଉଁରୁଟି, ବରଗର, ପିଜାରେ ମାରାତ୍ମକ ରାସାୟନିକ ମିଶୁଥିବା ନେଇ ସେଂଟର ଫର ସାଇନ୍ସ ଆଣ୍ଡ ଏନଭେନମେଂଟର ରିପୋର୍ଟ ଆସିବା ପରେ ଆତଙ୍କିତ ହୋଇପଡିଛନ୍ତି ସାଧାରଣ ଲୋକ । ଏପଟେ ଏହାର ପ୍ରଭାବ ଓଡିଶା ବଜାର ଉପରେ ମଧ୍ୟ ପଡିଛି । ୩ ଦିନରେ ପ୍ରାୟ ୫ କୋଟି…
Read More...

ରାଜା ବି ମାଗିଲେ ହିସାବ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସରକାର କହୁଛନ୍ତି ନବକଳେବର ସବୁଠୁ ବଡ ସଫଳତା । ହେଲେ ପିଛା ଛାଡୁନି ବିବାଦ । ବର୍ଷକ ପରେ ପୁଣି ଉଠିଛି ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ । ରଥଯାତ୍ରା ନେଇ ଦ୍ୱିତୀୟ ସମନ୍ୱୟ କମିଟି ବୈଠକରେ ହୋହାଲ୍ଲା କରିଛନ୍ତି ସେବାୟତ । ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ସହ…
Read More...

କାହା ସାର୍ଟିଫିକେଟ ଅରିଜିନାଲ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାହା ସାର୍ଟିଫିକେଟ୍ ଅରିଜିନାଲ୍ । ବିଜେପିର ନା ବିଜେପି ସରକାରର । ଏ ପ୍ରଶ୍ନ ଉଠିବାର କାରଣ ହେଉଛି, ଆଜି ରାଜ୍ୟ ବିଜେପି ନବୀନ ସରକାରଙ୍କ ଉପରେ ଆକ୍ରମଣ କରି କହିଛି. ରାଜ୍ୟ ସରକାର ଟଂକା ଖର୍ଚ କରିପାରୁନାହାଁନ୍ତି । ବିଜୟ ମହାପାତ୍ର ଏସମ୍ପର୍କିତ ତଥ୍ୟ…
Read More...

ଷଡ଼ଯନ୍ତ୍ରକୁ ୪ ବର୍ଷ : ସହୀଦନଗରରୁ ନବୀନ ନିବାସ ଯାଏଁ ଚିତ୍ରର ଫ୍ଲାସବ୍ୟାକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଷଡଯନ୍ତ୍ରକୁ ଚାରି ବର୍ଷ । ଆଜିକୁ ୪ ବର୍ଷ ତଳେ ମେ ୨୯ ତାରିଖରେ ଓଡିଶାର ରାଜନୈତିକ ଇତିହାସରେ ଏକ ବଡ ଧରଣର ହଲଚଲ ହୋଇଥିଲା । କୁହାଗଲା, ସରକାର ଅପହରଣ କରିନେବାକୁ ଚେଷ୍ଟା କରିଥିଲେ ପ୍ୟାରୀ । ସେପଟେ ଚାଲିଥିଲା ପ୍ୟାରୀଙ୍କ ଘରେ ବୈଠକ ଏପଟେ ନବୀନ…
Read More...

କାହାର କେତେ ଚକ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଦାମ-ବିଷ୍ଣୁ କଳି । ଦୀର୍ଘ ବର୍ଷର ଏହି କଳି ଏବେ ବିଷ୍ଣୁଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଯେଉଁଠି କ୍ଷମତା ଯୁଦ୍ଧରେ ବିଷ୍ଣୁଙ୍କ ବିଜୟ ହୋଇଛି ବୋଲି ଚର୍ଚ୍ଚା ଚାଲିଛି, ସେଠାରେ ନିଜକୁ ବିଷ୍ଣୁଙ୍କୁଠାରୁ ଅଧିକ…
Read More...

ମୁଣ୍ଡରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଣ୍ଡରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ । ଦୁର୍ଘଟଣା ରୋକିବା ପାଇଁ ଗତକାଲି ସଚିବାଳୟରେ ବସିଥିବା ସଡକ ସୁରକ୍ଷା ବୈଠକ ପରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ହେଲମେଟ ପିନ୍ଧିନଥିବା ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ନାହିଁ…
Read More...

ପ୍ରକାଶ ପାଇଲା ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ପୁଣି ପୁଅଙ୍କୁ ମାତ୍ ଦେଲେ ଝିଅ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ପ୍ରକାଶ ପାଇଲା ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । କେରଳ ଓ ଥିରୁଅନନ୍ତପୁରମରେ ସର୍ବାଧିକ ପାସହାର ରହିଛି ।  ଛାତ୍ରୀଙ୍କ ପାସହାର ରହିଛି ୯୬.୩୬ ପ୍ରତିଶତ ରହିଛି । ସେହିପରି ଛାତ୍ରଙ୍କ ପାସହାର ରହିଛି ୯୬.୧୧…
Read More...

ମୋଦିଙ୍କ ଗସ୍ତ ନେଇ ଚଳଚଂଚଳ ବିଜେପି ଶିବିର : ସେପଟେ କଟକରେ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

କଟକ ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ୍ ଡିଜି କେବି ସିଂହ । ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବହୁ ବରିଷ୍ଠ ପୁଲିସ ଅଧିକାରୀ ଯୋଗ ଦେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ…
Read More...

ଫିଟୁଛି ଗୁମର

ରାଉରକେଲା : ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ପରେ ବଳରାମ ଚମ୍ପତିରାୟଙ୍କ କଳାକାରନାମାର ଧିରେ ଧିରେ ଗୁମର ଫିଟୁଛି । ବଳରାମ ଚମ୍ପତିରାୟ ଏନଆଇଟି ନିର୍ଦେଶକଙ୍କ ଛତ୍ରଛାୟା ତଳେ ରହି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଛାତ୍ର ସଂସଦର ପୂର୍ବତନ…
Read More...

ସୁନ୍ଦରଗଡ ଲହୁଣୀପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୁନ୍ଦରଗଡ ବ୍ୟୁରୋ,କନକ ନ୍ୟୁଜ୍ : ସୁନ୍ଦରଗଡ ଲହୁଣୀପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ଆରଜିଏଚ ହସ୍ପିଟାଲରେ ଭର୍ତି କରାଯାଇଛି । ବ୍ରହ୍ମପୁରରୁ ରାଉରକେଲା ଯାଉଥିବା ବେଳେ ବିରିତଳା ପୋଲ…
Read More...